ସଂଗ୍ରାମୀ ନୀଳମଣି ସାମଲଙ୍କ ୧୦୨ ବର୍ଷ ବୟସରେ ପରଲୋକ
·2 years ago

ଭୁବନେଶ୍ୱର: ଶତାୟୁ ସ୍ବାଧିନତା ସଂଗ୍ରାମୀ ଯାଜପୁର ବାଲିଚନ୍ଦ୍ରପୁର ଅଞ୍ଚଳର ନୀଳମଣି ସାମଲଙ୍କ ପରଲୋକ । ୧୦୨ ବର୍ଷରେ ନୀଳମଣି ସାମଲଙ୍କ ଦେହାନ୍ତ ଘଟିଛି। ନ୍ୟୁରସର୍ଜରୀ ଆଇ ସି ୟୁ ରେ ଭର୍ତି ହୋଇ ଚିକିତ୍ସିତ ହେଉଥିଲେ ।
ହସ୍ପିଟାଲେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ସେ ଅଲ୍ ଓଡିଶା ଫ୍ରୀଡମ ଫାଇଟର ସଂଘ ର ସଭାପତି ଥିଲେ । ଦୁଇଥର ରାଷ୍ଟ୍ରପତି ପୁରଷ୍କାର ପାଇଛନ୍ତି ନୀଳମଣି। ସ୍ୱାଧୀନତା ସଂଗ୍ରାମ ବେଳେ ୩ ବର୍ଷ କାରାଦଣ୍ଡ ଭୋଗିଥିଲେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: