ବିଜେଡି ସଭାପତିଙ୍କ ସହଯୋଗରେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ
·2 years ago

ଢେଙ୍କାନଳ : ବିଜେଡି ସଭାପତିଙ୍କ ସହଯୋଗରେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ। ଘଟଣା ଘଟିଛି ଭୁବନ ଥାନା ଅନ୍ତର୍ଗତ ଭୁବନ ଏନଏସି ଓ୍ବାର୍ଡ ନମ୍ବର ୩ରେ।
ଘଟଣାରୁ ପ୍ରକାଶ ଘର ରାସ୍ତାରେ ଅଳିଆ ଆବର୍ଜନା ପଡିବାକୁ ନେଇ ତନୁଶ୍ରୀ ସାହୁ ବଡ ଜାଆ ସରୋଜ ନଳିନୀ ସାହୁଙ୍କୁ ଅଭିଯୋଗ କରିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ପରେ ନରେନ୍ଦ୍ର ସାହୁଙ୍କ ସହଯୋଗରେ ତାଙ୍କର ଝିଅ ଅନନ୍ୟା ଅଭିଲିପସା ନିଜ ଖୁଡିଙ୍କୁ ଏକ କଟୁରିରେ ମରଣାନ୍ତକ ଆକ୍ରମଣ କରିଥିଲେ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: