|
logo
Live

Argus News - ହାତୀ ଧାନ ଫସଲ ନଷ୍ଟ କରିବାରୁ ବିଷ ପିଇଲେ ଚାଷୀ

Odisha

ହାତୀ ଧାନ ଫସଲ ନଷ୍ଟ କରିବାରୁ ବିଷ ପିଇଲେ ଚାଷୀ

Smruti Parija
Browse all articles by Smruti Parija
·2 years ago
ହାତୀ ଧାନ ଫସଲ ନଷ୍ଟ କରିବାରୁ ବିଷ ପିଇଲେ ଚାଷୀ

ସମ୍ବଲପୁର:  ସମ୍ବଲପୁର ଜମନକିରା ବ୍ଲକ କତରକେଲା ଗାଁରେ ଅଭାବନୀୟ ଘଟଣା । ହାତୀ ଧାନ ଫସଲ ନଷ୍ଟ କରିବାରୁ ବିଷ ପିଇଲେ ଚାଷୀ । ଗୁରୁତର ଅବସ୍ଥାରେ ତାଙ୍କୁ କୁଚିଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଗାଁରେ ୧ ଏକର ଜମିରେ ଧାନ ଚାଷ କରିଥିଲେ ବିରବଲ ଦାସ । ତେବେ ହାତୀ ଫସଲ ନଷ୍ଟ କରିବାରୁ ଋଣ ଶୁଝିବା ଚିନ୍ତାରେ ବିଷ ପିଇଛନ୍ତି ବିରବଲ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ହାତୀ ଧାନ ଫସଲ ନଷ୍ଟ କରିବାରୁ ବିଷ ପିଇଲେ ଚାଷୀ | Argus English