Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି ତିହିଡ଼ି ଷ୍ଟାଡିୟମ, ନାହିଁ ସରକାରଙ୍କ ନିଘା

Odisha

ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି ତିହିଡ଼ି ଷ୍ଟାଡିୟମ, ନାହିଁ ସରକାରଙ୍କ ନିଘା

Banajyotshna Ray
Browse all articles by Banajyotshna Ray
·2 years ago
ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି ତିହିଡ଼ି ଷ୍ଟାଡିୟମ, ନାହିଁ ସରକାରଙ୍କ ନିଘା

ଅର୍ଗସ ବ୍ୟୁରୋ: ତିହିଡ଼ି ଷ୍ଟାଡିୟମ ଉଦଘାଟନ ପରେ ବି ଖେଳାଳିଙ୍କ ପାଦ ପଡ଼ିପାରୁନାହିଁ ଷ୍ଟାଡିୟମରେ । ଭଦ୍ରକ ତିହିଡ଼ି ବ୍ଲକରେ ଥିବା ତିହିଡ଼ି ମିନି ଷ୍ଟାଡିୟମକୁ ତିନି ତିନି ଥର ଉଦଘାଟନ ପରେ ମଧ୍ୟ ଜରାଜୀର୍ଣ୍ଣ ଅବସ୍ଥାରେ ପଡିଛି। ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଖର୍ଚ୍ଚ ହୋଇ ଥିବା ତିହିଡ଼ି ମିନି ଷ୍ଟାଡିୟମ ଯାହାକୁ ନେଇ ସ୍ଥାନୀୟ ଯୁବକ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଗ୍ରାମାଞ୍ଚଳ ଯୁବ ଓଡ଼ିଶା ନବୀନ ଓଡ଼ିଶା ନାମରେ ଗ୍ରାମାଞ୍ଚଳ ଯୁବପିଢୀକୁ ଆଗକୁ ଆଣିବା ପାଇଁ ପ୍ରଚାର କରୁଥିବା ବେଳେ କିନ୍ତୁ କିଭଳି କ୍ରୀଡାବିତଙ୍କ ପାଇଁ ଦୀର୍ଘ ଦିନ ହେବ ତିଆରି ହୋଇଥିବା ମିନି ଷ୍ଟାଡିୟମ କିଭଳି ଅବସ୍ଥାରେ ପଡ଼ିରହିଛି ଏହାକୁ ଦେଖିଲା ପରେ ହିଁ ସବୁ ସତ ସାମ୍ନାକୁ ଆସିଯିବ। ଯେଉଁଭଳି ଭାବରେ ସରକାରଙ୍କ କଥା ପାଣିର ଗାର ସଦୃସ ଯାହା ସାମ୍ନାକୁ ଆସିଯିବ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Even after the opening, the player could not set foot in the stadium | Argus English