Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ହାତୀପଲଙ୍କ ଉତ୍ପାତ, ନଷ୍ଟ କରୁଛନ୍ତି ଫସଲ

Odisha

ହାତୀପଲଙ୍କ ଉତ୍ପାତ, ନଷ୍ଟ କରୁଛନ୍ତି ଫସଲ

Banajyotshna Ray
Browse all articles by Banajyotshna Ray
·2 years ago
ହାତୀପଲଙ୍କ ଉତ୍ପାତ, ନଷ୍ଟ କରୁଛନ୍ତି ଫସଲ

ଅର୍ଗସ ବ୍ୟୁରୋ: କଟକ ବାଙ୍କୀ ମୁଖ୍ୟରାସ୍ତା ପାଥପୁରରେ ୩୦ ଟିକିଆ ହାତୀପଲଙ୍କ ଆତଙ୍କ । ଭୋର୍ ସମୟରେ ଧାନ ଓ ପରିବା ଫସଲ ଖାଉଥିବା ବେଳେ ଗ୍ରାମବାସୀ ମାନେ ହାତୀପଲକୁ ଘଉଡ଼ାଇଥିଲେ । ଚନ୍ଦକା ଡମପଡ଼ା ଅଭୟାରଣ୍ୟକୁ ଫେରି ଯାଇଛନ୍ତି ହାତୀପଲ । ଚାଷୀଙ୍କ ହେକ୍ଟର ହେକ୍ଟର ଧାନ ଫସଲ ସାଙ୍ଗକୁ ପନିପରିବା ଫସଲ ଦଳି ଚକଟି ନଷ୍ଟ କରିଥିବାର ଚାଷୀ ଆଣିଥିଲେ ଅଭିଯୋଗ । ଶୀଘ୍ର ହାତୀପଲଙ୍କୁ ଘଉଡାଇବା ପାଇଁ ଚେଷ୍ଟା କରାଯିବା ଆବଶ୍ୟକ। ନଚେତ ହାତୀପଲ ସବୁକିଛି ନଷ୍ଟ କରିଦେବେ।

ଅଧିକ ପଢନ୍ତୁ: ଉତ୍ପାତ ମଚାଇଛନ୍ତି ୧୭ ଟିକିଆ ହାତୀପଲ, ଲୋକେ ଭୟଭୀତ

ଓଡିଶା ଖବର ଆହୁରି ପଢନ୍ତୁ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
elephant terror in cuttack banki | Argus English