Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ମଞ୍ଚେଶ୍ବର ଗୋଷ୍ଠୀ ସଂଘର୍ଷ ଘଟଣାରେ ପୂର୍ବରୁ 77 ଜଣ  ହୋଇଥିଲେ ଗିରଫ 

Odisha

ମଞ୍ଚେଶ୍ବର ଗୋଷ୍ଠୀ ସଂଘର୍ଷ ଘଟଣାରେ ପୂର୍ବରୁ 77 ଜଣ  ହୋଇଥିଲେ ଗିରଫ 

Manini Pattanayak
Browse all articles by Manini Pattanayak
·2 years ago
ମଞ୍ଚେଶ୍ବର ଗୋଷ୍ଠୀ ସଂଘର୍ଷ ଘଟଣାରେ ପୂର୍ବରୁ 77 ଜଣ  ହୋଇଥିଲେ ଗିରଫ 

ଭୁବନେଶ୍ବର:  ଭୁବନେଶ୍ବର ମଞ୍ଚେଶ୍ବର ପଦ୍ମାକେଶରୀପୁରରେ ଗୋଷ୍ଠୀ ସଂଘର୍ଷ ଘଟଣା । ଗାଁର 54 ଜଣ ମହିଳା ଓ 3 ଜଣ ପୁରୁଷଙ୍କୁ ଗିରଫ କରିଛି ମଞ୍ଚେଶ୍ବର ପୋଲିସ୍ । ପୂର୍ବରୁ 77 ଜଣ ପୁରୁଷଙ୍କୁ ଗିରଫ କରିଛି ପୋଲିସ୍ ।

ଗୋଷ୍ଠୀ ସଂଘର୍ଷ ପରେ ମଞ୍ଚେଶ୍ବର ଥାନାରେ ମୋଟ୍ 3ଟି ମାମଲା ରୁଜୁ ହୋଇଛି । ଗାଁରେ କିଛି ଦିନ ପରିସ୍ଥିତି ଅଣାୟତ୍ତ ଥିବା ଯୋଗୁଁ ପୋଲିସ୍ ମୁତୟନ କରାଯାଇଥିଲା । ପୋଲିସର ଆକ୍ସନ୍ ପରେ ପୁରୁଷ ଶୂନ୍ୟ ଗାଁ ହୋଇଥିବାବେଳେ ଏବେ ମହିଳା ଶୂନ୍ୟ ହୋଇଛି ଗାଁ । 

 ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Earlier, 77 people were arrested in the incident of Mancheswar group clash | Argus English