Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଜାଲରେ ପଡିଲା ବିଶାଳକାୟ ଭୋଲା ମାଛ, ୭୦ ହଜାର ଟଙ୍କାରେ ହେଲା ବିକ୍ରି

Odisha

ଜାଲରେ ପଡିଲା ବିଶାଳକାୟ ଭୋଲା ମାଛ, ୭୦ ହଜାର ଟଙ୍କାରେ ହେଲା ବିକ୍ରି

Jitendra Dash
Browse all articles by Jitendra Dash
·2 years ago
ଜାଲରେ ପଡିଲା ବିଶାଳକାୟ ଭୋଲା ମାଛ, ୭୦ ହଜାର ଟଙ୍କାରେ ହେଲା ବିକ୍ରି

ଅର୍ଗସ ବ୍ୟୁରୋ : ଜାଲରେ ପଡିଲା ବିଶାଳକାୟ ଭୋଲା ମାଛ । ୧୫୦ କିଲୋ ଓଜନରୁ ଅଧିକ ଏହି ମାଛ । ଭୋଲା ୭୦ ହଜାର ଟଙ୍କାରେ ବିକ୍ରି ହେଲା ଭୋଲା ମାଛ । ପଶ୍ଚିମବଙ୍ଗ ଓ ଓଡିଶା ସୀମାନ୍ତରେ ଥିବା ଦୀଘା ସମୁଦ୍ର ଅଞ୍ଚଳର ମୋହନା ମାଛ ବଜାରରେ ମାତ୍ର ଗୋଟିଏ ଭୋଲା ମାଛ ଯାହାର ଓଜନ ୧୫୦ କିଲୋ ଠାରୁ ଅଧିକ । ଅନ୍ୟ ପଟେ ମୋହନା ମାଛ ବଜାର ଜଣେ ବ୍ୟବସାୟୀ କହିଛନ୍ତି ଏହି ଭୋଲା ମାଛଟି ଓଡିଶା ରାଜ୍ୟର ପାରାଦୀପର କୌଣସି ମାଛ ବ୍ୟବସାୟୀ ଆଣି ଦୀଘା ମୋହନା ବଜାରରେ ବିକ୍ରି ପାଇଁ ଆଣିଥିଲେ ।

ଅଧକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
digha big fish | Argus English