|
logo
Live

Argus News - ଜବାହାର ନବୋଦୟ ବିଦ୍ୟାଳୟରେ ମଲ୍ଟି ପରପୋଜ ହଲର ଶିଳାନ୍ୟାଶ କରିବେ ଧର୍ମେନ୍ଦ୍ର

Odisha

ଜବାହାର ନବୋଦୟ ବିଦ୍ୟାଳୟରେ ମଲ୍ଟି ପରପୋଜ ହଲର ଶିଳାନ୍ୟାଶ କରିବେ ଧର୍ମେନ୍ଦ୍ର

Banajyotshna Ray
Browse all articles by Banajyotshna Ray
·2 years ago
ଜବାହାର ନବୋଦୟ ବିଦ୍ୟାଳୟରେ ମଲ୍ଟି ପରପୋଜ ହଲର ଶିଳାନ୍ୟାଶ କରିବେ ଧର୍ମେନ୍ଦ୍ର

ଅର୍ଗସ ବ୍ୟୁରୋ:  ଆଜି ଦେବଗଡ଼ରେ କେନ୍ଦ୍ର ବିଦ୍ୟାଳୟର ଭୂମି ପୂଜନ କରିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହାପରେ ଜବାହାର ନବୋଦୟ ବିଦ୍ୟାଳୟରେ ମଲ୍ଟି ପରପୋଜ ହଲ୍ ଏବଂ ସ୍ପୋର୍ଟ୍ସ କମ୍ପଲେକ୍ସ ର ଶିଳାନ୍ୟାଶ କରିବେ । ଅପରାହ୍ନରେ ଛେଣ୍ଡିପଦାରେ ମା ମହିସା ମର୍ଦିନୀଙ୍କ ବାର୍ଷିକ ପୂଜା ଉତ୍ସବରେ ଯୋଗଦାନ କରିବେ କେନ୍ଦ୍ରମନ୍ତ୍ରୀ। ଏହାପରେ ସନ୍ଧ୍ୟାରେ 25ତମ ତାଳଚେର ମହୋତ୍ସବରେ ଯୋଗ ଦେବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଜବାହାର ନବୋଦୟ ବିଦ୍ୟାଳୟରେ ମଲ୍ଟି ପରପୋଜ ହଲର ଶିଳାନ୍ୟାଶ କରିବେ ଧର୍ମେନ୍ଦ୍ର | Argus English