|
logo
Live

Argus News - ଆଜି ସମ୍ବଲପୁର ଏବଂ ଢେଙ୍କାନାଳ ର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ଧର୍ମେନ୍ଦ୍ର 

Odisha

ଆଜି ସମ୍ବଲପୁର ଏବଂ ଢେଙ୍କାନାଳ ର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ଧର୍ମେନ୍ଦ୍ର 

Manini Pattanayak
Browse all articles by Manini Pattanayak
·2 years ago
ଆଜି ସମ୍ବଲପୁର ଏବଂ ଢେଙ୍କାନାଳ ର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ଧର୍ମେନ୍ଦ୍ର 

 ସମ୍ବଲପୁର:  ଆଜି ସମ୍ବଲପୁର ଏବଂ ଢେଙ୍କାନାଳ ର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପ୍ରଥମେ ଜଲନ ଗ୍ରାଉଣ୍ଡ, ରମେଡ ଛକରେ ଏସବିଆଇ ଦ୍ବାରା ଆୟୋଜିତ ଋଣ ମେଳାରେ ଯୋଗଦେବେ କେନ୍ଦ୍ରମନ୍ତ୍ରୀ।

ଏହାପରେ ଅପରାହ୍ନରେ ଢେଙ୍କାନାଳର ପଲ୍ଲୀଶ୍ରୀ ମେଳା ଗ୍ରାଉଣ୍ଡରେ ଆୟୋଜିତ ଋଣ ମେଳା କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେବେ। ସେହିପରି ଆସନ୍ତାକାଲି ସମ୍ବଲପୁରର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।  

ଅଧିକ ପଢନ୍ତୁ ଓଡିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଆଜି ସମ୍ବଲପୁର ଏବଂ ଢେଙ୍କାନାଳ ର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ଧର୍ମେନ୍ଦ୍ର  | Argus English