Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଘର ପାଇଁ କିଣି ନିଅନ୍ତୁ ଏହି ସବୁ ଜିନିଷ, ମିଳିବ ଫାଇଦା

Odisha

ଘର ପାଇଁ କିଣି ନିଅନ୍ତୁ ଏହି ସବୁ ଜିନିଷ, ମିଳିବ ଫାଇଦା

Smruti Parija
Browse all articles by Smruti Parija
·2 years ago·1 min read
ଘର ପାଇଁ କିଣି ନିଅନ୍ତୁ ଏହି ସବୁ ଜିନିଷ, ମିଳିବ ଫାଇଦା

ଅର୍ଗସ ବ୍ୟୁରୋ: ଆଜି ହେଉଛି ଧନତ୍ରୟୋଦଶୀ । ଯାହାକୁ ଧନତେରାସ ଭାବେ ପାଳନ କରାଯାଉଛି । ପ୍ରତିବର୍ଷ କାର୍ତ୍ତିକ ମାସର କୃଷ୍ଣ ପକ୍ଷର ତ୍ରୟୋଦଶୀରେ ଏହି ପର୍ବ ପାଳନ କରାଯାଇଥାଏ । ଏହି ଦିନ ଧନର ଦେବୀ ମାଆ ଲକ୍ଷ୍ମୀଙ୍କୁ ପୂଜା କରାଯାଏ । ଧନତେରାସକୁ ସାରା ଦେଶରେ ବିଭିନ୍ନ ସମ୍ପ୍ରଦାୟର ଲୋକେ ଧୁମଧାମରେ ପାଳନ କରନ୍ତି । ବିଶ୍ବାସ ରହିଛି ଧନତେରାସ ଦିନ ନୂଆ ଜିନିଷ ଘରକୁ ଆଣିଲେ ଶୁଭ ହୋଇଥାଏ । 

ଅଧିକ ପଢନ୍ତୁ: ଏଥର ଧନତେରସରେ ସୁନା କିଣାରେ ପଡିପାରେ ଫିକା

ଧନତେରାସ ଦିନ କିଛି ଲୋକେ ସୁନା,  ରୂପା ଘରକୁ କିଣିକି ଆଣିବା ସହ କିଛି ଆସବାବ ପତ୍ର ମଧ୍ୟ ଆଣିଥାନ୍ତି । ଏହି ସବୁ ଜିନିଷ ଘରକୁ ଆଣିଲେ ଘରେ କେବେବି କୌଣସି ଅର୍ଥ ସମସ୍ୟା ରୁହେ ନାହିଁ । ତେଣୁ ଆଜି ବିଭିନ୍ନ ଅଳଙ୍କାର ଦୋକାନରେ ଦେଖିବାକୁ ମିଳିବ ଲୋକଙ୍କ ଭିଡ଼ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଓଡିଶା ଖବର ଆହୁରି ପଢନ୍ତୁ

Sponsored
Dhanteras 2023: List of items people should buy | Argus English