|
logo
Live

Argus News - ଦଶପଲ୍ଲା ଦୁର୍ଘଟଣା: ବେପାରୁଆ ଗାଡି ଚାଳନା ଯୋଗୁଁ ୪ମୃତ୍ୟୁ

Odisha

ଦଶପଲ୍ଲା ଦୁର୍ଘଟଣା: ବେପାରୁଆ ଗାଡି ଚାଳନା ଯୋଗୁଁ ୪ମୃତ୍ୟୁ

Ritu Das
Browse all articles by Ritu Das
·2 years ago
ଦଶପଲ୍ଲା ଦୁର୍ଘଟଣା: ବେପାରୁଆ ଗାଡି ଚାଳନା ଯୋଗୁଁ ୪ମୃତ୍ୟୁ

ଅର୍ଗସ ବ୍ୟୁରୋ: ଦଶପଲ୍ଲା ଟ୍ରକ୍-ବସ୍ ଦୁର୍ଘଟଣାରେ ସାମ୍ନାକୁ ଆସିଲା ନୂଆ ତଥ୍ୟ । ଡ୍ରାଇଭର୍ ନୁହେଁ ବରଂ ମଦ ପିଇ ଟ୍ରକ ଚଳାଉଥିଲା ହେଲପର୍ । ବେପାରୁଆ ଗାଡି ଚାଳନା ଯୋଗୁଁ ଚାଲିଗଲା ୪ ନୀରିହ ଜୀବନ । ପ୍ରାଥମିକ ତଦନ୍ତ ପରେ ସୂଚନା ଦେଇଛି ପୋଲିସ। 

ଦୁର୍ଘଟଣାରେ ୧୦ ଗୁରୁତର ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ଘରୋଇ କୋଚିଂ ସେଣ୍ଟରର ୫୦ ଛାତ୍ରଛାତ୍ରୀ ପିକ୍‌ନିକ୍‌ ଯାଉଥିଲେ ।  ଶାଳଭଙ୍ଗା ଜଙ୍ଗଲ ରାସ୍ତାରେ ଘଟିଥିଲା ଅଘଟଣ । ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ର ଡ୍ରାଇଭର ଓ ହେଲପର ଅଟକ ଅଛନ୍ତି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଦଶପଲ୍ଲା ଦୁର୍ଘଟଣା: ବେପାରୁଆ ଗାଡି ଚାଳନା ଯୋଗୁଁ ୪ମୃତ୍ୟୁ | Argus English