Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ପ୍ରସିଦ୍ଧ ବାବା ନୀଳକଣ୍ଠେଶ୍ଵର ଶିବ ମନ୍ଦିରରୁ ଚୋରି

Odisha

ପ୍ରସିଦ୍ଧ ବାବା ନୀଳକଣ୍ଠେଶ୍ଵର ଶିବ ମନ୍ଦିରରୁ ଚୋରି

Ritu Das
Browse all articles by Ritu Das
·2 years ago
ପ୍ରସିଦ୍ଧ ବାବା ନୀଳକଣ୍ଠେଶ୍ଵର ଶିବ ମନ୍ଦିରରୁ ଚୋରି

ଅର୍ଗସ ନ୍ୟୁଜ: ଗତକାଲି ବିଳମ୍ୱିତ ରାତିରେ ପୁରୀ ଜିଲ୍ଲା ଗୋପ ଥାନା ଅନ୍ତର୍ଗତ ପୋଇତରା ଗ୍ରାମରେ ଥିବା ପ୍ରସିଦ୍ଧ ବାବା ନୀଳକଣ୍ଠେଶ୍ଵର ଶିବ ମନ୍ଦିରରୁ କେତକ ଦୁର୍ବୃତ୍ତ ମନ୍ଦିରର ତାଲା ଭାଙ୍ଗି ସୁନା ରୁପା ଅଳଙ୍କାର ସହିତ ଦୁଇ ଗୋଟି ଦାନବାକ୍ସ ଚୋରି କରି ନେଇ ଯାଇଥିବା ଜଣାପଡ଼ିଛି। 

ଗ୍ରାମବାସୀଙ୍କ ପକ୍ଷରୁ ଗୋପ ଥାନାରେ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଚଳାଇଛି। ଗୋପ ଥାନା ଅଞ୍ଚଳରେ କ୍ରମାଗତ ଭାବେ ମନ୍ଦିରରୁ ଚୋରି ହେଉଥିବା ବେଳେ ପୋଲିସ କୌଣସି ଅଭିଯୁକ୍ତ ମାନଙ୍କୁ ଗିରଫ କରି ପାରିନାହିଁ I ଗୋପ ପୋଲିସର ପାରିବା ପଣିଆ ଉପରେ ପ୍ରଶବାଚୀ ସୃଷ୍ଟି କରିଛି I 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
dana hundi | Argus English