Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ବାତ୍ୟା ଭୟ: କେବଳ କିଛି ଜିଲ୍ଲାରେ ହୋଇପାରେ ବର୍ଷା

Odisha

ବାତ୍ୟା ଭୟ: କେବଳ କିଛି ଜିଲ୍ଲାରେ ହୋଇପାରେ ବର୍ଷା

Banajyotshna Ray
Browse all articles by Banajyotshna Ray
·2 years ago·1 min read
ବାତ୍ୟା ଭୟ: କେବଳ କିଛି ଜିଲ୍ଲାରେ ହୋଇପାରେ ବର୍ଷା

ଅର୍ଗସ ବ୍ୟୁରୋ: ଓଡ଼ିଶାକୁ ନାହିଁ ବାତ୍ୟା ଭୟ । କେବଳ କିଛି ଜିଲ୍ଲାରେ ହୋଇପାରେ ବର୍ଷା । ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମଶଃ ଉତ୍ତର ଉତ୍ତର ପୂର୍ବ ଦିଗରେ ଗତି କରି ଗଭୀର ଅବପାତରେ ପରିଣତ ହୋଇଛି । ଆଜି ସୁଦ୍ଧା ଏହା ଘୂର୍ଣ୍ଣିବାତ୍ୟାରେ ପରିଣତ ହେବ । ପବନର ବେଗ 80ରୁ 90 କିମି ବେଗରେ ରହିବ । ବାତ୍ୟାଟି ଉତ୍ତର ଉତ୍ତର ପୂର୍ବ ଦିଗରେ ଗତି କରି ଆସନ୍ତାକାଲି ସକାଳେ ବାଲାଂଦେଶର ମଙ୍ଗଳା ଓ ଖେପୁପାଳ ମଧ୍ୟରେ ଅତିକ୍ରମ କରିବ ।

ଅଧିକ ପଢନ୍ତୁ: ଘୋ.. ଘୋ.. ପବନ ବହିବ, ପ୍ରବଳ ବର୍ଷିବ

ଏହି ସମୟରେ ଘଣ୍ଟା ପ୍ରତି 60ରୁ 70 କିମି ବେଗରେ ପବନ ବହିବ । ଉପକୂଳ ଓଡ଼ିଶା ସହ ଉତ୍ତର ଓଡ଼଼ିଶାର କିଛି ଜିଲ୍ଲାରେ ବର୍ଷା ହେବ ।  ଆସନ୍ତାକାଲି ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପାଣିପାଗ ଖବର ଆହୁରି ପଢନ୍ତୁ

Sponsored
cyclone update in odisha | Argus English