ପୋଲାଭରମ ପ୍ରକଳ୍ପକୁ ବିରୋଧ କରି ସାଇକେଲ ଯାତ୍ରା
·2 years ago

ମାଲକାନଗିରି: ପୋଲାଭରମ ପ୍ରକଳ୍ପକୁ ବିରୋଧ କରି ସାଇକେଲ ଯାତ୍ରା । ମୋଟୁରୁ ପୁରୀ ଯାଏ ସାଇକେଲରେ ଯାତା ଆରମ୍ଭ କଲେ ମାଲକାନଗିରି ବାର ଆସୋସିଏସନ ସଭାପତି ଲମ୍ବୋଦର ତୁରୁକ । ପୋଲାଭରମ ପ୍ରକଳ୍ପ ହେଲେ ବୁଡ଼ିବ ମୋଟୁ ଅଞ୍ଚଳ ।
ଆନ୍ଧ୍ର ସରକାରଙ୍କ ଦ୍ବାରା ନିର୍ମିତ ପୋଲାଭରମ ହେଲେ ପ୍ରଭାବିତ ହେବ ମାଲକାନଗିରି ଜିଲ୍ଲା । ମୋଟୁ ସହ ଅନେକ ଗାଁ ବୁଡ଼ିବାର ଆଶଙ୍କା ରହିଛି । ଯାହାକୁ ନେଇ ପ୍ରତିବାଦ କରି ଆସୁଛି ପୋଲାଭରମ ବିରୋଧୀ ମଞ୍ଚ । ଏବେ ଲୋକଙ୍କୁ ଏନେଇ ସଚେତନ କରିବାକୁ ସାଇକଲରେ ପ୍ରତିବାଦ ଯାତ୍ରା ଆରମ୍ଭ କରିଛନ୍ତି ଲମ୍ବୋଦର ତୁରୁକ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: