ରାଷ୍ଟ୍ରପତିଙ୍କୁ ଭେଟିବାକୁ ସାଇକେଲରେ ଜଗତସିଂହପୁରରୁ ଦିଲ୍ଲୀ
·2 years ago

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ରେଆଜି ପହଞ୍ଚିଲେ ଜଗତସିଂହପୁରରୁ ଦିଲ୍ଲୀ ଅଭିମୁଖେ ସାଇକେଲ ଯାତ୍ରା ରେ ବାହାରିଥିବା ଯୁବକ ସୁରେନ୍ଦ୍ର ବିଶ୍ୱାଳ |ଜଗତସିଂହପୁର ରେ ମେଡିକାଲ କଲେଜ ସ୍ଥାପନ ସହ ରାଜ୍ୟର ସମସ୍ତ ବ୍ଲକରେ ଗୋଟିଏ ଲେଖାଏଁ ପୁସ୍ତକାଳୟ ଖୋଲିବା ଦାବି ନେଇ ସେ ଏହି ସାଇକେଲ ଯାତ୍ରା ଆରମ୍ଭ କରିଛନ୍ତି |ତେବେ ଆଜିକୁ ୫ ଦିନ ତଳୁ ମା ସାରଳାଙ୍କ ପୀଠରୁ ସେ ଏହି ଯାତ୍ରା ଆରମ୍ଭ କରିଥିବା ବେଳେ, ଦିଲ୍ଲୀ ରେ ପହଂଚି ସେ ସେଠାରେ ଦେଶର ରାଷ୍ଟ୍ରପତି ଙ୍କୁ ଭେଟି ଏ ନେଇ ଏକ ଦାବି ପତ୍ର ପ୍ରଦାନ କରିବେ ବୋଲି କହିଛନ୍ତି |
ଅଧିକ ପଢନ୍ତୁ ଓଡିଶା ଖବର
ଏ ନେଇ ପରଜଙ୍ଗ ରେ ଆଜି ପହଂଚିଥିବା ବେଳେ, ସେଠାରେ ତାଙ୍କୁ ସ୍ଥାନୀୟ ଲୋକ ସ୍ୱାଗତ ଜଣାଇବା ସହ ଧନ୍ୟବାଦ ଅର୍ପଣ କରିଥିଲେ |
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: