|
logo
Live

Argus News - ଫେକ ଫେସବୁକ୍ ଆଇଡି ଜରିଆରେ 1 ଲକ୍ଷ 35 ହାଜର ଟଙ୍କା ଲୁଟି ସାରିଲେଣି ସାଇବର ଲୁଟେରା

Odisha

ଫେକ ଫେସବୁକ୍ ଆଇଡି ଜରିଆରେ 1 ଲକ୍ଷ 35 ହାଜର ଟଙ୍କା ଲୁଟି ସାରିଲେଣି ସାଇବର ଲୁଟେରା

Banajyotshna Ray
Browse all articles by Banajyotshna Ray
·2 years ago
ଫେକ ଫେସବୁକ୍ ଆଇଡି ଜରିଆରେ 1 ଲକ୍ଷ 35 ହାଜର ଟଙ୍କା ଲୁଟି ସାରିଲେଣି ସାଇବର ଲୁଟେରା

ଅର୍ଗସ ବ୍ୟୁରୋ: ଅବକାରୀ କମିଶନର ତଥା ବରିଷ୍ଠ ଆଇପିଏସ ଅଧିକାରୀ ନରସିଂହ ଭୋଳଙ୍କ ନାମରେ ଫେକ୍ ଫେସ୍ ବୁକ୍ ଆଇଡି । ଫେକ ଫେସବୁକ୍ ଆଇଡି ଜରିଆରେ 1 ଲକ୍ଷ 35 ହାଜର ଟଙ୍କା ଲୁଟି ସାରିଲେଣି ସାଇବର ଲୁଟେରା । ନରସିଂହଙ୍କ ଫେସବୁକ୍ ସାଙ୍ଗଙ୍କଠାରୁ ଏଭଳି ଲୁଟୁଛନ୍ତି ସାଇବର ଲୁଟେରା । ଫେସବୁକ୍ ରେ ଅବଗତ କରାଇଲେ ନିଜେ ନରସିଂହ ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଫେକ ଫେସବୁକ୍ ଆଇଡି ଜରିଆରେ 1 ଲକ୍ଷ 35 ହାଜର ଟଙ୍କା ଲୁଟି ସାରିଲେଣି ସାଇବର ଲୁଟେରା | Argus English