|
logo
Live

Argus News - ବିଦ୍ୟୁତ ଆଘାତରେ ଚାଲିଗଲା ଜୀବନ

Odisha

ବିଦ୍ୟୁତ ଆଘାତରେ ଚାଲିଗଲା ଜୀବନ

Jitendra Dash
Browse all articles by Jitendra Dash
·2 years ago
ବିଦ୍ୟୁତ ଆଘାତରେ ଚାଲିଗଲା ଜୀବନ

ଅର୍ଗସ ବ୍ୟୁରୋ : ବିଦ୍ୟୁତ ଆଘାତରେ ଯୁବକର ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି  କଟକ ଜିଲ୍ଲା ସାଲେପୁର ବ୍ଲକ ଧୁଆଂସାହି ଗ୍ରାମରେ । ମୃତକ ହେଲେ ଧୁଆଂସାହି ଗ୍ରାମର ରାମଚନ୍ଦ୍ର ମିଶ୍ରଙ୍କ ପୁତ୍ର ଦୀପକ କୁମାର ମିଶ୍ର । ଏକ ଓଲଡିଂ ଦୋକାନରେ କାମ କରୁଥିବାବେଳେ ବିଦ୍ୟୁତ ଆଘାତରେ ଦୀପକ ଗୁରୁତର ହୋଇଯାଇଥିଲେ । ସାଲେପୁର ମେଡିକାଲ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ବିଦ୍ୟୁତ ଆଘାତରେ ଚାଲିଗଲା ଜୀବନ | Argus English