Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ହୃଦରୋଗ ବିଭାଗ ଆଇସିୟୁରେ ଜାରି ରହିଛି ସୁଶାନ୍ତଙ୍କ ଚିକିତ୍ସା

Odisha

ହୃଦରୋଗ ବିଭାଗ ଆଇସିୟୁରେ ଜାରି ରହିଛି ସୁଶାନ୍ତଙ୍କ ଚିକିତ୍ସା

Jitendra Dash
Browse all articles by Jitendra Dash
·2 years ago
ହୃଦରୋଗ ବିଭାଗ ଆଇସିୟୁରେ ଜାରି ରହିଛି ସୁଶାନ୍ତଙ୍କ ଚିକିତ୍ସା

ଅର୍ଗସ ବ୍ୟୁରୋ : ଚିକିତ୍ସା ପାଇଁ ଗ୍ୟାଙ୍ଗଷ୍ଟର ସୁଶାନ୍ତ ଧଳ ସାମନ୍ତ ଏସସିବିରେ ଭର୍ତ୍ତି । ହୃଦରୋଗ ବିଭାଗ ଆଇସିୟୁରେ ସୁଶାନ୍ତଙ୍କ ଚିକିତ୍ସା ଜାରି ରହିଛି । ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ସୂଚନା ଦେଇଛନ୍ତି ଏସସିବି ମେଡିକାଲର କୂଳ ସଚିବ ଅଭିନାଶ ରାଉତ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ସୁଶାନ୍ତ ଧଳ ସାମନ୍ତଙ୍କ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି କମିଶନରେଟ ପୋଲିସ । 24 ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ସହ ବାହାର ଖାଦ୍ୟକୁ ଅନୁମତି ଦିଆଯିବ ନାହିଁ । କୋର୍ଟଙ୍କ ବିନା ଅନୁମତିରେ କୌଣସି ଲୋକଙ୍କ ସହ ସାକ୍ଷାତ କରାଇ ଦିଆଯିବ ନାହିଁ ବୋଲି ସୂଚନା ଦେଇଛନ୍ତି ଜୋନ ଏସସିପ ଅମିତାଭ ମହାପାତ୍ର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
cuttack ​gangster susanta dhala treatment | Argus English