ଗ୍ୟାସ କଟରରେ କାଟି ଲୁଟି ନେଲେ
·2 years ago

ନୂଆପଡା: ଏଟିଏମ୍ ଭାଙ୍ଗି ୧୪ ଲକ୍ଷ ୮୦ ହଜାର ୫୦୦ ଟଙ୍କା ଲୁଟି ନେଲେ ଦୁବୃର୍ତ୍ତ। ନୂଆପଡା ଖଡିଆଳ ସହରର ମିଶନ ହସ୍ପିଟାଲ ଆଗରେ ଥିବା ଏସବିଆଇ ଏଟିମ୍ ରୁ ହୋଇଛି ଲୁଟ୍।
ଗ୍ୟାସ କଟରରେ ଏଟିଏମକୁ କାଟି ଦୁର୍ବୃତ୍ତ ଲୁଟିନେଇଥିଲେ ଲକ୍ଷ ଲକ୍ଷ ଟଙ୍କା। ଏନେଇ ଥାନାରେ ଅଭିଯୋଗ କରାଯିବା ପରେ ଖଡିଆଳ ପୋଲିସ୍ ଛାନଭିନ୍ ଆରମ୍ଭ କରିଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: