Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଆଜି ସନ୍ଧ୍ୟା ସୁଦ୍ଧା ଟଙ୍କା ଗଣା ଶେଷ ହୋଇପାରେ: ବ୍ୟାଙ୍କ ଅଧିକାରୀ

Odisha

ଆଜି ସନ୍ଧ୍ୟା ସୁଦ୍ଧା ଟଙ୍କା ଗଣା ଶେଷ ହୋଇପାରେ: ବ୍ୟାଙ୍କ ଅଧିକାରୀ

Banajyotshna Ray
Browse all articles by Banajyotshna Ray
·2 years ago
ଆଜି ସନ୍ଧ୍ୟା ସୁଦ୍ଧା ଟଙ୍କା ଗଣା ଶେଷ ହୋଇପାରେ: ବ୍ୟାଙ୍କ ଅଧିକାରୀ

ଅର୍ଗସ ବ୍ୟୁରୋ:  ଟଙ୍କା ପାହାଡ଼କୁ ଗଣିଗଣି ଅଧିକାରୀ ହାଲିଆ । ଗତକାଲି ମଧ୍ୟ ସରିପାରିନି ଓଡ଼ିଶାର ସବୁଠୁ ବଡ଼ ଆଇଟି ରେଡରେ ଜବତ ହୋଇଥିବା ସମସ୍ତ ଟଙ୍କାର ଗଣତି । ଏଯାବତ୍ କେବଳ ବଲାଙ୍ଗିରରୁ ମିଳିଲାଣି 140 କୋଟି । 176ଟି ଟଙ୍କା ଭର୍ତ୍ତି ବସ୍ତାରୁ 106ଟି ବସ୍ତାର ଗଣତି ଶେଷ ହୋଇଛି । ଗଣତି ସରିନି, ସରିଲେ ମୋଟ ଟଙ୍କା କେତେ ତାର ଚିତ୍ର ସ୍ପଷ୍ଟ ହେବ । ଆଜି ସନ୍ଧ୍ୟା ସୁଦ୍ଧା ଟଙ୍କା ଗଣା ଶେଷ ହେବ ବୋଲି କହିଛନ୍ତି ବ୍ୟାଙ୍କ ଅଧିକାରୀ । ସେପଟେ ସମ୍ବଲପୁର SBI ମୁଖ୍ୟ ଶାଖାରେ ଗଣତି ସରିଛି । ଅନ୍ୟପଟେ ଝାରଖଡ଼ କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ସାହୁଙ୍କ ସମ୍ପୃକ୍ତି ନେଇ ଚର୍ଚ୍ଚା ପରେ ବ୍ୟାକ୍ ଫୁଟରେ ଗଲା କଂଗ୍ରେସ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Counting may be completed by this evening: Bank officer | Argus English