୫ଟି ମେସିନରେ ଗଣତି,୯ କର୍ମଚାରୀ ଥିଲେ ନିୟୋଜିତ
·2 years ago

ସମ୍ବଲପୁର: ସମ୍ବଲପୁରରୁ ମିଳିଲା ୩୭ କୋଟି। ୩ ଦିନ ଧରି ଚାଲିଥିବା ଗଣତି ଶେଷ ହୋଇଛି ସମ୍ବଲପୁରରେ।
ଅଧିକ ପଢନ୍ତୁ :ଟଙ୍କା-ଟଙ୍କା-ଟଙ୍କା, ପୁଣି ମିଳିଲା ୧୧ କୋଟି
ସମ୍ବଲପୁରେ ମଦ ବ୍ୟବସାୟୀଙ୍କଠୁ ମିଳିଲା ୩୭ କୋଟି। ୫ଟି ମେସିନରେ ଗଣତି, ୯ କର୍ମଚାରୀ ଥିଲେ ନିୟୋଜିତ। ତେବେ ଜବତ ଟଙ୍କାରେ ୫୦,୧୦୦,୨୦୦,୫୦୦ ଟଙ୍କଆ ନୋଟ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
