Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଚିଲିକା ନଳବଣରେ ଲାଗିଛି ନିଆଁ

Odisha

ଚିଲିକା ନଳବଣରେ ଲାଗିଛି ନିଆଁ

Ritu Das
Browse all articles by Ritu Das
·2 years ago
ଚିଲିକା ନଳବଣରେ ଲାଗିଛି ନିଆଁ

ଅର୍ଗସ ବ୍ୟୁରୋ: ଚିଲିକା ନଳବଣରେ ଲାଗିଛି ନିଆଁ । ହୁତୁହୁତୁ ହୋଇ ଜଳୁଛି ନଳବଣ ।  ଜଳଚର ଜୀବ ଓ ବିଦେଶୀ ପକ୍ଷୀ ବିପଦରେ ଅଛନ୍ତି। ନିଆଁ କିଭଳି ଲାଗିଲା ତାହା ସ୍ପଷ୍ଟ ହୋଇ ନ ଥିବା ବେଳେ ଚିଲିକା ମଧ୍ୟରେ ଲାଗିଥିବା ନିଆଁକୁ ଲିଭାଇବା ଏକପ୍ରକାର ଅସମର୍ଥ ହୋଇପଡ଼ିଛି। 

ତଥାପି ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ନିଆଁ ଲିଭାଇବା ପାଇଁ ପ୍ରୟାସ ଜାରି ରହିଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
chilika | Argus English