|
logo
Live

Argus News - ପୁଣି ଚିଲିକା ମଝିରେ ଫସିଲା ଡଙ୍ଗା, ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅଧା ବାଟରେ ଅଟକିଲା

Odisha

ପୁଣି ଚିଲିକା ମଝିରେ ଫସିଲା ଡଙ୍ଗା, ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅଧା ବାଟରେ ଅଟକିଲା

Jitendra Dash
Browse all articles by Jitendra Dash
·2 years ago
ପୁଣି ଚିଲିକା ମଝିରେ ଫସିଲା ଡଙ୍ଗା, ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅଧା ବାଟରେ ଅଟକିଲା

ଅର୍ଗସ ବ୍ୟୁରୋ : ପୁଣି ଚିଲିକା ମଝିରେ ଅଟକିଲା ଯାତ୍ରୀବାହି ଡଙ୍ଗା । ଡଙ୍ଗାଟି ଜହ୍ନିକୁଦାରୁ ସାତପଡା ଆଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ଡଙ୍ଗାରେ ୬୦ରୁ ଉର୍ଧ ଯାତ୍ରୀ ଥିବା ବେଳେ ୪୦ରୁ ଉର୍ଧ ମଟୋର ସାଇକେଲ ଥିବା ସୁଚନା । ଜାନ୍ତ୍ରିକ ତୃଟି ଲାଗି ଅଧାରେ ଡଙ୍ଗା ଅଟକିଥିବା ସୂଚନା। 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମଝି ଚିଲିକାରେ ଫସିଥିଲା ଡଙ୍ଗା । ଜହ୍ନିକୁଦାରୁ ସାତପଡ଼ା ଯାଉଥିବା ବେଳେ ମଝି ଚିଲିକାରେ ଡଙ୍ଗାଟି ଫସିଯାଇଥିଲା । ଜହ୍ନିକୁଦାରୁ ୪ କିମି ଯିବା ପରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅଟକିଲା ଡଙ୍ଗା । ଡଙ୍ଗାରେ ୬୦ରୁ ଉର୍ଧ ଯାତ୍ରୀ ଥିବା ବେଳେ ୪୦ରୁ ଉର୍ଧ ମଟୋର ସାଇକେଲ ଥିବା ସୁଚନା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ପୁଣି ଚିଲିକା ମଝିରେ ଫସିଲା ଡଙ୍ଗା, ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅଧା ବାଟରେ ଅଟକିଲା | Argus English