|
logo
Live

Argus News - ସମଲେଇ ପ୍ରକଳ୍ପ ଲୋକାର୍ପଣ କଲେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Odisha

ସମଲେଇ ପ୍ରକଳ୍ପ ଲୋକାର୍ପଣ କଲେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Manini Pattanayak
Browse all articles by Manini Pattanayak
·2 years ago
ସମଲେଇ ପ୍ରକଳ୍ପ ଲୋକାର୍ପଣ କଲେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ସମ୍ବଲପୁର:  ସମ୍ବଲପୁରରେ ଲୋକାର୍ପିତ ହେଲା ସମଲେଇ ପ୍ରକଳ୍ପ ।  ଲୋକାର୍ପଣ କଲେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ଏହି ଅବସରରେ ୧୩୭ ମନ୍ଦରକୁ ନିମନ୍ତ୍ରଣ କରାଯାଇଛି।   ମୁଖ୍ୟମନ୍ତ୍ରୀ ମା ସମଲେଇ ଙ୍କ ଦର୍ଶନ ପରେ ଏହି ପ୍ରକଳ୍ପକୁ ଲୋକାର୍ପଣ କରିଛନ୍ତି।  ସ୍ବତନ୍ତ୍ର ପୂଜାର୍ଚ୍ଚନା ପରେ ପ୍ରକଳ୍ପର ଆରମ୍ଭ।

ଗୋଟିଏପଟେ ପ୍ରକଳ୍ପ ଉଦଘାଟନ ହୋଇଯାଉଛି । ଅନ୍ୟପଟେ ଏବେବି ସମଲେଇ ଯୋଜନାରେ ବିସ୍ଥାପିତ ପରିବାରଙ୍କୁ ମିଳିନି କ୍ଷତିପୂରଣ । ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଦୀର୍ଘଦିନରୁ ଧାରଣାରତ ବିସ୍ଥାପିତଙ୍କୁ ରାତି ଅଧିଆ ଉଠାଇ ନେଇଛି ପୋଲିସ୍ । ଶହ ଶହ ବର୍ଷର ଘୁଡଘୁଡି ପଡା ରହୁଥିବା ବିସ୍ଥାପିତ ପରିବାର ମାଆ ସମଲେଇ ସେବାରେ ଲାଗି ରହିଥିଲେ । 

ଅଧିକ ପଢନ୍ତୁ  ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ସମଲେଇ ପ୍ରକଳ୍ପ ଲୋକାର୍ପଣ କଲେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | Argus English