|
logo
Live

Argus News - ସରିଛି କାର୍ତ୍ତିକ ; ସକାଳୁ ଆମିଷ ବଜାରରେ ଭିଡ

Odisha

ସରିଛି କାର୍ତ୍ତିକ ; ସକାଳୁ ଆମିଷ ବଜାରରେ ଭିଡ

Swayangprajna Mishra
Browse all articles by Swayangprajna Mishra
·2 years ago
ସରିଛି କାର୍ତ୍ତିକ ; ସକାଳୁ ଆମିଷ ବଜାରରେ ଭିଡ

ଅର୍ଗସ ବ୍ୟୁରୋ : ସରିଛି କାର୍ତ୍ତିକ ।  ଆଉ ଆଜି କାର୍ତ୍ତିକ ପରର ଆମିଷ ବାର ହୋଇଥିବାରୁ ଛାଡ଼ଖାଇ ପାଳିବାକୁ ଆଗଭର ଲୋକେ। ଗତକାଲି ମଙ୍ଗଳବାର ହୋଇଥିବାରୁ ଆମିଷ ବଜାରରେ ସେତେଟା ଭିଡ଼ ଦେଖିବାକୁ ମିଳିନଥିଲା। ହେଲେ ଆଜି ବୁଧବାରରେ ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ଆମିଷ ହାଟରେ ଲାଗିଲାଣି ଗ୍ରାହକଙ୍କ ଗହଳି। ଆମିଷ ବାରରେ ଛାଡ଼ଖାଇ ପାଳିବାକୁ ଚିକେନ୍, ମଟନ୍, ମାଛ, କଙ୍କଡ଼ା ଓ ଚିଙ୍ଗୁଡ଼ି ବୋହି ନେଉଛନ୍ତି ଗ୍ରାହକ।

ଅଧିକ ପଢନ୍ତୁ ଓଡିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ସରିଛି କାର୍ତ୍ତିକ ; ସକାଳୁ ଆମିଷ ବଜାରରେ ଭିଡ | Argus English