Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ୧୬ ନମ୍ବର ଏନଏଚରେ କାର-ବାଇକ ଧକ୍କା: ସ୍ବାମୀ ସ୍ତ୍ରୀ ମୃତ

Odisha

୧୬ ନମ୍ବର ଏନଏଚରେ କାର-ବାଇକ ଧକ୍କା: ସ୍ବାମୀ ସ୍ତ୍ରୀ ମୃତ

Ritu Das
Browse all articles by Ritu Das
·2 years ago
୧୬ ନମ୍ବର ଏନଏଚରେ କାର-ବାଇକ ଧକ୍କା: ସ୍ବାମୀ ସ୍ତ୍ରୀ ମୃତ

ଅର୍ଗସ ବ୍ୟୁରୋ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ନାରାୟଣୀ ଛକ ନିକଟରେ କାର ସହ ବାଇକ ଧକ୍କାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆଇତିପୁର ଗ୍ରାମର ଯୋଗୀ ପ୍ରଧାନ ଓ ତାଙ୍କ ସ୍ତ୍ରୀ କାବୁଲି ପ୍ରଧାନ। 

ନାରାୟଣୀ ମନ୍ଦିର ରାସ୍ତାରୁ ୧୬ ନମ୍ବର ଜାତୀୟ ରାଜପଥ ନିକଟରେ ଥିବା ପେଟ୍ରୋଲ ପମ୍ପ ଯାଉଥିବା ବେଳେ ଘଟିଛି ଏହି ଦୁର୍ଘଟଣା।  ୧୦୮ ଆମ୍ବୁଲାନ୍ସ ଓ ଅଗ୍ନିଶମ ବିଭାଗ ଦ୍ବାରା ଆଣି ଉଭୟ ମୃତ ଦେହକୁ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ବ୍ୟବଚ୍ଛେଦ ନିମନ୍ତେ ରଖାଯାଇଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି କାରକୁ ଅଟକ ରଖିବା ସହ ତଦନ୍ତ ଚଳାଇଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Car-bike collision | Argus English