|
logo
Live

Argus News - ରାଜ୍ୟ ବିଜେପିକୁ ଦିଲ୍ଲୀ ଡାକରା, ଆଗାମୀ ନିର୍ବାଚନ ନେଇ ହେବ ରଣନୀତି ପ୍ରସ୍ତୁତ

Odisha

ରାଜ୍ୟ ବିଜେପିକୁ ଦିଲ୍ଲୀ ଡାକରା, ଆଗାମୀ ନିର୍ବାଚନ ନେଇ ହେବ ରଣନୀତି ପ୍ରସ୍ତୁତ

Jitendra Dash
Browse all articles by Jitendra Dash
·2 years ago
ରାଜ୍ୟ ବିଜେପିକୁ ଦିଲ୍ଲୀ ଡାକରା, ଆଗାମୀ ନିର୍ବାଚନ ନେଇ ହେବ ରଣନୀତି ପ୍ରସ୍ତୁତ

ଅର୍ଗସ ବ୍ୟୁରୋ : ରାଜ୍ୟ ବିଜେପିକୁ ଦିଲ୍ଲୀ ଡାକରା । ସଭାପତି ମନମୋହନ ସାମଲଙ୍କ ସହ ବିଧାୟକ ମାନେ ଦିଲ୍ଲୀ ଗସ୍ତରେ ଅଛନ୍ତି । ଆଗାମୀ ଦିନରେ ଦଳର ରଣନୀତି ନେଇ ହେବ ଆଲୋଚନା । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଚଳିତ ମାସ ଶେଷ ଆଡ଼କୁ ଗୃହ ମନ୍ତ୍ରୀ ଅମିତ୍ ଶାହା ଓଡ଼ିଶା ଆସିପାରନ୍ତି । ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓଡ଼ିଶା ଆସିବା ନେଇ ଦଳୀୟ ମହଲରୁ ସୂଚନା ମିଳିଛି । ତିନି ରାଜ୍ୟରେ ନିର୍ବାଚନ ଜିତିବା ପରେ ଆଗାମୀ ଦିନ ପାଇଁ ଓଡ଼ିଶା ପାଇଁ  ଖସଡ଼ା ପ୍ରସ୍ତୁତ କରୁଛି ବିଜେପି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ରାଜ୍ୟ ବିଜେପିକୁ ଦିଲ୍ଲୀ ଡାକରା, ଆଗାମୀ ନିର୍ବାଚନ ନେଇ ହେବ ରଣନୀତି ପ୍ରସ୍ତୁତ | Argus English