Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପୋଲିସ-ମାଓବାଦୀ ଗୁଳି ବିନିମୟ, ଧ୍ବଂସ ହେଲା ମାଓ କ୍ୟାମ୍ପ

Odisha

ପୋଲିସ-ମାଓବାଦୀ ଗୁଳି ବିନିମୟ, ଧ୍ବଂସ ହେଲା ମାଓ କ୍ୟାମ୍ପ

Jitendra Dash
Browse all articles by Jitendra Dash
·2 years ago
ପୋଲିସ-ମାଓବାଦୀ ଗୁଳି ବିନିମୟ, ଧ୍ବଂସ ହେଲା ମାଓ କ୍ୟାମ୍ପ

ଅର୍ଗସ ବ୍ୟୁରୋ : ପୋଲିସ-ମାଓବାଦୀ ଗୁଳି ବିନିମୟ । ବୌଦ୍ଧ ଜିଲ୍ଲା ନଳୀକୁମ୍ପା ଜଙ୍ଗଲରେ ଏସଓଜି ଯବାନ-ମାଓବାଦୀ ଗୁଳି ବିନିମୟ । ଆଜି ପୁଣି ଆରମ୍ଭ ହୋଇଛି ସର୍ଚ୍ଚ ଅପରେସନ । ମନମୁଣ୍ଡା ଥାନା ଶଗଡ଼ା ଫାଣ୍ଡି ନଳୀକୁମ୍ପା ଜଙ୍ଗଲରେ ଗତ କିଛି ମାସରେ ମାଓବାଦୀ-ସୁରକ୍ଷା ବହିନୀ ସହ ଗୁଳି ବିନିମୟ ହୋଇ ଛତ୍ରଭଙ୍ଗ ଦେଇଥିଲେ ୩୦-୪୦ ମାଓବାଦୀ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ସେଠାରୁ ମାଓ କ୍ୟାମ୍ପ ଧ୍ୱଂସ ସହ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଥିଲା ବୌଦ୍ଧ ପୋଲିସ । ନଳୀକୁମ୍ପା ଜଙ୍ଗଲରେ ପୁଣି ମାଓବାଦୀ ସକ୍ରିୟ ଥିବା ଖବର ପାଇ  ୫ ଟାରୁ ହୋଇଥିଲା ସର୍ଚ୍ଚ ଅପରେସନ ଜାରି । ବର୍ତ୍ତମାନ ସୁଦ୍ଧା ଚାଲିଛି ଗୁଳି ବିନିମୟ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
buddha mao camp | Argus English