|
logo
Live

Argus News - ଶଗଡା ଫାଣ୍ଡିର ବିଭିନ୍ନ ଅଞ୍ଚଳରେ ଲାଗିଲା ମାଓ ପୋଷ୍ଟର

Odisha

ଶଗଡା ଫାଣ୍ଡିର ବିଭିନ୍ନ ଅଞ୍ଚଳରେ ଲାଗିଲା ମାଓ ପୋଷ୍ଟର

Jitendra Dash
Browse all articles by Jitendra Dash
·2 years ago
ଶଗଡା ଫାଣ୍ଡିର ବିଭିନ୍ନ ଅଞ୍ଚଳରେ ଲାଗିଲା ମାଓ ପୋଷ୍ଟର

ଅର୍ଗସ ବ୍ୟୁରୋ : ବୌଦ୍ଧ ଜିଲ୍ଲା ଶଗଡା ଫାଣ୍ଡିର ବିଭିନ୍ନ ଅଞ୍ଚଳରେ ମାଓ ପୋଷ୍ଟର ମାରିଛି  KKBN ଡିଭିଜନ । ଶଗଡା ଫାଣ୍ଡିର ବିଭିନ୍ନ ଗ୍ରାମରେ ଲାଗିଥିବା ଏହି ମାଓ ପୋଷ୍ଟରରେ ଗଞ୍ଜେଇ ଚାଷ ବନ୍ଦ କରିବାକୁ ଆହ୍ବାନ ଦେଇଛନ୍ତି ମାଓବାଦୀ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଗଞ୍ଜେଇ ମାଫିଆଙ୍କୁ ଦଣ୍ଡ ଦେବା ଉଦେଶ୍ୟ ଉକ୍ତ ପୋଷ୍ଟରରେ ଉଲ୍ଲେଖ ରହିଥିବା ବେଳେ ପୋଲିସ ପାଇଁ ଗଞ୍ଜେଇ ଚାଷର ପ୍ରସାର ହେଉଛି ବୋଲି କୁହା ଯାଇଛି ।  ମାଓବାଦୀଙ୍କ ଆନ୍ଦୋଳନରେ ପୋଲିସ ବାଧା ସୃଷ୍ଟି କରୁଥିବା ନେଇ ଉଲ୍ଲେଖ ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଶଗଡା ଫାଣ୍ଡିର ବିଭିନ୍ନ ଅଞ୍ଚଳରେ ଲାଗିଲା ମାଓ ପୋଷ୍ଟର | Argus English