Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କୁ ଦର୍ଶନ କରି ସାନିଧ୍ୟ ଗ୍ରହଣ କଲେ ବଲିଉଡର ପ୍ରଖ୍ୟାତ କମେଡିଆନ ରାଜପାଲ ଯାଦବ

Odisha

ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କୁ ଦର୍ଶନ କରି ସାନିଧ୍ୟ ଗ୍ରହଣ କଲେ ବଲିଉଡର ପ୍ରଖ୍ୟାତ କମେଡିଆନ ରାଜପାଲ ଯାଦବ

Jitendra Dash
Browse all articles by Jitendra Dash
·2 years ago
ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କୁ ଦର୍ଶନ କରି ସାନିଧ୍ୟ ଗ୍ରହଣ କଲେ ବଲିଉଡର ପ୍ରଖ୍ୟାତ କମେଡିଆନ ରାଜପାଲ ଯାଦବ

ଅର୍ଗସ ବ୍ୟୁରୋ : ପୁରୀରେ ବଲିଉଡ୍ ହାସ୍ୟ ଅଭିନେତା ରାଜପାଲ  । ମନ୍ଦିର ଯାଇ ଜଗନ୍ନାଥଙ୍କୁ କଲେ ଦର୍ଶନ । ପରିବାର ମଧ୍ୟ ଦର୍ଶନ ପାଇଁ ଶ୍ରୀମନ୍ଦିର ଯାଇଥିଲେ । ଦର୍ଶନ ପାଇଁ ଗଲାବେଳେ ଖୁବ୍ ଭାବବିହ୍ୱଳ ହୋଇ ପଡ଼ିଥିଲେ ରାଜପାଲ । ସୁରକ୍ଷା କର୍ମୀ ମାନେ ତାଙ୍କୁ ସ୍ବତନ୍ତ୍ର ଭାବରେ ଦର୍ଶନ ପାଇଁ ନେଇଥିଲେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ସବୁବେଳେ ନିଜର ଏକ ସ୍ଵତନ୍ତ୍ର ଅନ୍ଦାଜର ହାସ୍ୟ ଅଭିନୟ ପାଇଁ ଚର୍ଚ୍ଚାରେ ରହୁଥିବା ରାଜପାଲ ନିକଟରେ ଖୁବ୍ ଶୀଘ୍ର ପୁରୀକୁ ନେଇ ହେଉଥିବା ବିବାଦ ଉପରେ ଏକ ଫିଲ୍ମ ବନେଇବାକୁ ଯାଉଛନ୍ତି । ୫୨ ବର୍ଷୀୟ ରାଜପାଲ୍ ବିଭିନ୍ନ ଭାଷାରେ ନିଜର ଫିଲ୍ମ ଅଭିନୟ ଦକ୍ଷତା ଦେଖାଇ ସାରିଛନ୍ତି  ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Painting
Sponsored
Bollywood comedian Rajpal in Puri | Argus English