Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ପୁଣି ମଝି ଚିଲିକାରେ ଅଟକିଲା ଡଙ୍ଗା, ଫସିଛନ୍ତି ୧୫ରୁ ଉର୍ଦ୍ଧ୍ବ ଯାତ୍ରୀ

Odisha

ପୁଣି ମଝି ଚିଲିକାରେ ଅଟକିଲା ଡଙ୍ଗା, ଫସିଛନ୍ତି ୧୫ରୁ ଉର୍ଦ୍ଧ୍ବ ଯାତ୍ରୀ

Swayangprajna Mishra
Browse all articles by Swayangprajna Mishra
·2 years ago
ପୁଣି ମଝି ଚିଲିକାରେ ଅଟକିଲା ଡଙ୍ଗା, ଫସିଛନ୍ତି ୧୫ରୁ ଉର୍ଦ୍ଧ୍ବ ଯାତ୍ରୀ

ପୁରୀ : ପୁଣି ମଝି ଚିଲିକାରେ ଅଟକିଲା ଯାତ୍ରୀବାହି ଡଙ୍ଗା। ସାମାନ୍ୟ ଯାନ୍ତ୍ରୀକ ତୃଟି ଲାଗି ଅଟକିଥିଲା ଯାତ୍ରୀବାହି ଡଙ୍ଗା। ମହିଁସା ନିକଟରେ ଡଙ୍ଗା ଅଟକି ରହିଛି। ଡଙ୍ଗାରେ ୧୫ରୁ ଉର୍ଦ୍ଧ୍ବ ଯାତ୍ରୀ ଏବଂ ୧୦ଗୋଟି ବାଇକ୍ ରହିଥିବା ସୂଚନା।

ଅଧିକ ପଢନ୍ତୁ : ପୁଣି ଚିଲିକା ମଝିରେ ଫସିଲା ଡଙ୍ଗା, ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅଧା ବାଟରେ ଅଟକିଲା

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
boat stopped in the middle of Chilika lake, more than 15 passengers are trapped | Argus English