|
logo
Live

Argus News - ସମ୍ପର୍କୀୟଙ୍କ ଘରକୁ ବୁଲିବାକୁ ଯାଇଥିବାବେଳେ ବୁଡିଗଲା ଡଙ୍ଗା

Odisha

ସମ୍ପର୍କୀୟଙ୍କ ଘରକୁ ବୁଲିବାକୁ ଯାଇଥିବାବେଳେ ବୁଡିଗଲା ଡଙ୍ଗା

Smruti Parija
Browse all articles by Smruti Parija
·2 years ago
ସମ୍ପର୍କୀୟଙ୍କ ଘରକୁ ବୁଲିବାକୁ ଯାଇଥିବାବେଳେ ବୁଡିଗଲା ଡଙ୍ଗା

କୋରାପୁଟ: କୋରାପୁଟ ନନ୍ଦପୁର ତାନସିଂ ପାତାଳି ନଦୀରେ ଡ଼ଙ୍ଗାବୁଡି 5 ଜଣ ନିଖୋଜ । ସମସ୍ତେ ପଡୋଶୀ ଆନ୍ଧ୍ର ସମ୍ପର୍କୀୟଙ୍କ ଘରକୁ ବୁଲିବାକୁ ଯାଇ ପାତାଳି  ନଦୀରେ ଦେଶୀ ଡଙ୍ଗାରେ ପାର ହେଉଥିବା ବେଳେ ଡ଼ଙ୍ଗା ବୁଡିଯାଇଥିଲା । ଫଳରେ ଡଙ୍ଗାରେ ଥିବା ସମସ୍ତ ବ୍ୟକ୍ତି ନିଖୋଜ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ କୋରାପୁଟ ଓଡ୍ରାଫ୍ଟ ଟିମ୍ ନନ୍ଦପୁର ତହସିଲଦାର ଏବଂ ପାଡୁଆ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।
 

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ସମ୍ପର୍କୀୟଙ୍କ ଘରକୁ ବୁଲିବାକୁ ଯାଇଥିବାବେଳେ ବୁଡିଗଲା ଡଙ୍ଗା | Argus English