|
logo
Live

Argus News - ରାଉରକେଲା ଇସ୍ପାତ ପ୍ଲାଣ୍ଟରେ ବିସ୍ଫୋରଣ; ଜଣେ ମୃତ, 4 ଗୁରୁତର

Odisha

ରାଉରକେଲା ଇସ୍ପାତ ପ୍ଲାଣ୍ଟରେ ବିସ୍ଫୋରଣ; ଜଣେ ମୃତ, 4 ଗୁରୁତର

Smruti Parija
Browse all articles by Smruti Parija
·2 years ago
ରାଉରକେଲା ଇସ୍ପାତ ପ୍ଲାଣ୍ଟରେ ବିସ୍ଫୋରଣ; ଜଣେ ମୃତ, 4 ଗୁରୁତର

ସୁନ୍ଦରଗଡ:  ରାଉରକେଲା କଲୁଙ୍ଗାରେ ଥିବା ଶୁଭମ ଇସ୍ପାତରେ ଦୁର୍ଘଟଣା । ଫର୍ଣ୍ଣେସରେ ବିସ୍ଫୋରଣ ହୋଇଥିବା ଯୋଗୁଁ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 4 ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣକ ହେଉଛନ୍ତି ଚିନ୍ମୟ ବେହେରା । ତାଙ୍କ ଘର ଯାଜପୁର ବୋଲି ସୂଚନା ମିଳିଛି । ସେପଟେ ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା କରାଯାଉଛି । କେଉଁ କାରଣରୁ ବିସ୍ଫୋରଣ ହେଲା ତାହା ସ୍ପଷ୍ଟ ଜଣାପଡିନାହିଁ । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ରାଉରକେଲା ଇସ୍ପାତ ପ୍ଲାଣ୍ଟରେ ବିସ୍ଫୋରଣ; ଜଣେ ମୃତ, 4 ଗୁରୁତର | Argus English