Videos
|
Odisha

ଓଡ଼ିଶା ଜଙ୍ଗଲରେ ପୁଣି ଦେଖିବାକୁ ମିଳିଲା କଳା ବାଘ

Manini Pattanayak
Browse all articles by Manini Pattanayak
·2 years ago
ଓଡ଼ିଶା ଜଙ୍ଗଲରେ ପୁଣି ଦେଖିବାକୁ ମିଳିଲା କଳା ବାଘ

ଭୁବନେଶ୍ୱର:  ଓଡ଼ିଶା ଜଙ୍ଗଲରେ ପୁଣି ଦେଖିବାକୁ ମିଳିଲା କଳା ବାଘ।  ରାଜ୍ୟରେ ବାଘ ଗଣନା ଚାଲିଥିବା ବେଳେ  କ୍ୟାମେରା  ଟ୍ରାପରେ କଏଦ ହେଲା କଳା ରଙ୍ଗର ବାଘ।


ଏନେଇ ଟିଇଟ୍‌ କରି ସୂଚନା ଦେଲା ପିସିସିଏଫ୍। କେନ୍ଦ୍ରୀୟ ଓଡ଼ିଶାର ଏକ ନିର୍ଦ୍ଧିଷ୍ଟ  ଜଙ୍ଗଲରେ  ଦେଖାଯାଇଥିବା କହିଲେ ପିସିସିଏଫ୍ ।  ପୂର୍ବରୁ ଶିମିଳିପାଳରେ କଳାଦାଗ ଥିବା ମହାବଳ ଦେଖିବାକୁ ମିଳିଥିଲା। ଏବେ ପୁଣି କଳା କଲରା ପତ୍ରିଆ ବାଘ ଦେଖା ଯାଇଛି। ପୂର୍ବରୁ କଳା ମହାବଳ ଦେଖା ଯାଇଥିଲା ଶିମିଳିପାଳରେ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Black tiger spotted again in Odisha forest | Argus English