Videos
|
Odisha

ବିଜେଡି ସାଜିଛି କି ଗୋମାଂସ ଭକ୍ଷଣ ପ୍ରବକ୍ତାଙ୍କ ପ୍ରବକ୍ତା

Ritu Das
Browse all articles by Ritu Das
·2 years ago
ବିଜେଡି ସାଜିଛି କି ଗୋମାଂସ ଭକ୍ଷଣ ପ୍ରବକ୍ତାଙ୍କ ପ୍ରବକ୍ତା

ଅର୍ଗସ ବ୍ୟୁରୋ: ବିଜୁ ଜନତା ଦଳ ସାଜିଛି କି ଗୋମାଂସ ଭକ୍ଷଣ ପ୍ରବକ୍ତାଙ୍କ ପ୍ରବକ୍ତା । ଶ୍ରୀମନ୍ଦିର ଭିତରକୁ ନିଷିଦ୍ଧ ଥିବା କ୍ୟାମେରା ସହ ପ୍ରବେଶର ବଡ ଅଭିଯୋଗ । କିଏ ପୁରାଇଥିଲା କାମିଆ ଜାନିଙ୍କୁ ପବିତ୍ର ଶ୍ରୀ ମନ୍ଦିରରେ। ଗୋ ମାଂସ ପ୍ରବକ୍ତାଙ୍କ ଡିଜିଟାଲ ପେଜରେ କାହିଁକି ଡିଲିଟ୍ କରାଗଲା ପୋଷ୍ଟ ହୋଇଥିବା ଭିଡିଓ । 

ସ୍ପଷ୍ଟୀକରଣ ଦେଉଛନ୍ତି କାମିଆ ଜାନି। ମାତ୍ର ଅଭିଯୋଗର କେନ୍ଦ୍ର ବିନ୍ଦୁରେ ଥିବା ଗୁମାସ୍ତା କାହିଁକି ପାଟିରେ ବାନ୍ଧିଛନ୍ତି ତୁଣ୍ଡି ? ଗୋ ମାଂସ ପ୍ରବକ୍ତାଙ୍କ ମନ୍ଦିର ପ୍ରବେଶ ଜଗନ୍ନାଥ ସଂସ୍କୃତି ବିରୋଧୀ। ସାଢେ ୪କୋଟି ଓଡିଆ ଓ ଶହ ଶହ କୋଟି ଜଗନ୍ନାଥ ପ୍ରେମୀଙ୍କ ଆସ୍ଥାରେ ଲାଗିଛି ଆଘାତ। ଇଏ ହେଉଛି କାମିଆ ଜାନିଙ୍କ ଗୋମାଂସ ପ୍ରଚାରର ସ୍ପଷ୍ଟ ପ୍ରମାଣ। ସେପଟେ ୟୁଟ୍ୟୁବର ଅଭିଜିତ ଭାରତୀ କାମ୍ୟାଙ୍କ ଗୋମାଂସ ଭକ୍ଷଣ ସ୍ପଷ୍ଟୀକରଣକୁ ନେଇ ଉଠାଇଛନ୍ତି ପ୍ରଶ୍ନ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
BJD is dressed | Argus English