Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ପାରାଦୀପରେ ମୁହାଁମୁହିଁ ବିଜେଡି-ବିଜେପି: ହକ୍‌, ନ୍ୟାୟର କଥା ଉଠିଲେ ଚିହିଁକି ଉଠୁଛନ୍ତି ବିଜେଡି ବିଧାୟକ

Odisha

ପାରାଦୀପରେ ମୁହାଁମୁହିଁ ବିଜେଡି-ବିଜେପି: ହକ୍‌, ନ୍ୟାୟର କଥା ଉଠିଲେ ଚିହିଁକି ଉଠୁଛନ୍ତି ବିଜେଡି ବିଧାୟକ

Banajyotshna Ray
Browse all articles by Banajyotshna Ray
·2 years ago
ପାରାଦୀପରେ ମୁହାଁମୁହିଁ ବିଜେଡି-ବିଜେପି: ହକ୍‌, ନ୍ୟାୟର କଥା ଉଠିଲେ ଚିହିଁକି ଉଠୁଛନ୍ତି  ବିଜେଡି ବିଧାୟକ

ଅର୍ଗସ ବ୍ୟୁରୋ: ବିଜେଡି ବିଧାୟକଙ୍କୁ ଡର ଲୋକଙ୍କ ପ୍ରସଙ୍ଗ । ହକ୍‌, ନ୍ୟାୟର କଥା ଉଠିଲେ ଚିହିଁକି ଉଠୁଛନ୍ତି ବିଧାୟକ ।  ପାରାଦୀପରେ ମୁହାଁମୁହିଁ ହୋଇଛନ୍ତି ବିଜେଡି-ବିଜେପି ।  ଯେଉଁଠି ପାରାଦୀପ ବିଧାୟକ ସମ୍ବିତ ରାଉତରାୟଙ୍କ ବିବାଦୀୟ ବୟାନ ସାମ୍ନାକୁ ଆସିଛି । ବିଜେପି ନେତାଙ୍କୁ କଟାକ୍ଷ କରିବା ସହ ପରିବାର ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲେ। ଶ୍ରମିକଙ୍କ ହକ୍‌ କଥା କହିବାରୁ ଚିହିଁକି ଉଠି ପ୍ରସଙ୍ଗକୁ ଏଡ଼ାଇ ଯାଉଛନ୍ତି ବିଧାୟକ ସମ୍ବିତ ରାଉତରାୟ । ସେପେଟ ବିଗତ ପାଞ୍ଚ ବର୍ଷରେ ବିଧାୟକ କ'ଣ କରିଛନ୍ତି ବୋଲି ପ୍ରଶ୍ନ କରିଛି ବିଜେପି । ସାଧାରଣ ଲୋକେ ତାଙ୍କ ହକ ଏଯାଏଁ ପାଇପାରୁନାହାଁନ୍ତି। ସରକାରଙ୍କ ସମସ୍ତ ପ୍ରତିଶୃତି କେବଳ ପାଣିର ଗାର ସଦୃଶ ହୋଇଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BJd-BJP face to face in Paradip | Argus English