|
logo
Live

Argus News - ମକର ସଂକ୍ରାନ୍ତିରେ ଅଘଟଣ, ବ୍ରିଜ ତଳକୁ ଖସି ବାଇକ ଆରୋହୀ ମୃତ

Odisha

ମକର ସଂକ୍ରାନ୍ତିରେ ଅଘଟଣ, ବ୍ରିଜ ତଳକୁ ଖସି ବାଇକ ଆରୋହୀ ମୃତ

Smruti Parija
Browse all articles by Smruti Parija
·2 years ago
ମକର ସଂକ୍ରାନ୍ତିରେ ଅଘଟଣ, ବ୍ରିଜ ତଳକୁ ଖସି ବାଇକ ଆରୋହୀ ମୃତ

ଢେଙ୍କାନାଳ: କାମାକ୍ଷାନଗର ମୁଖ୍ୟ ରାସ୍ତାର ମହୁଲପାଳ ଗାଁ ସ୍ଥିତ ବ୍ରିଜ ଉପରୁ ତଳକୁ ଖସିଲା ବାଇକ । ଫଳରେ ଯୁବକଙ୍କର ମୃତ୍ୟୁ ହୋଇଛି । ମୃତ ଯୁବକ ଜଣଙ୍କ କାମାକ୍ଷାନଗର ଥାନା ଆଲୁଅଝରଣ ଗାଁର ଦୂର୍ଯ୍ୟୋଧନ ପ୍ରଧାନଙ୍କ ପୁଅ ଦିପୁ ପ୍ରଧାନ । ଦିପୁ ବାଇକ ଯୋଗେ କାମାକ୍ଷାନଗରରୁ ନିଜ ଗାଁ ଆଲୁଅଝରଣକୁ ଯାଉଥିବାବେଳେ ଭାରସାମ୍ୟ ହରାଇ ବ୍ରିଜ ତଳକୁ ବାଇକ ସହିତ ଖସି ପଡ଼ିଥିଲେ ।

ଗୁରୁତର ଅବସ୍ଥାରେ ସ୍ଥାନୀୟ ଯୁବକମାନେ ତାଙ୍କୁ ଏକ କାର ଯୋଗେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଥଲେ । ମାତ୍ର ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରଛନ୍ତି । ଏନେଇ ବେଶ କିଛି ସମୟ ଧରି ମେଡିକାଲ ପରିସରରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି ।

ଆହୁରି ପଢନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ମକର ସଂକ୍ରାନ୍ତିରେ ଅଘଟଣ, ବ୍ରିଜ ତଳକୁ ଖସି ବାଇକ ଆରୋହୀ ମୃତ | Argus English