|
logo
Live

Argus News - ୫୦୦ରୁ ଅଧିକ ଆଦିବାସୀ ଏକତ୍ର ହୋଇ ଦେଇଛନ୍ତି ରଣ ହୁଙ୍କାର

Odisha

୫୦୦ରୁ ଅଧିକ ଆଦିବାସୀ ଏକତ୍ର ହୋଇ ଦେଇଛନ୍ତି ରଣ ହୁଙ୍କାର

Jitendra Dash
Browse all articles by Jitendra Dash
·2 years ago
୫୦୦ରୁ ଅଧିକ ଆଦିବାସୀ ଏକତ୍ର ହୋଇ ଦେଇଛନ୍ତି ରଣ ହୁଙ୍କାର

ଅର୍ଗସ ବ୍ୟୁରୋ : ରାଜରାସ୍ତାରେ ଆଦିବାସୀଙ୍କ ଗର୍ଜନ । ରାଜରାସ୍ତାରେ ଗର୍ଜନ କଲେ ଓଡ଼ିଶା ଆଦିବାସୀ ମହାସଂଘ । ସାରା ରାଜ୍ୟରୁ ଭୁବନେଶ୍ବର ଲୋୟର ପିଏମ୍‌ଜିରେ ୫୦୦ରୁ ଅଧିକ ଆଦିବାସୀ ଏକତ୍ର ହୋଇ ଦେଇଛନ୍ତି ରଣ ହୁଙ୍କାର। ରାଜ୍ୟ ସରକାରଙ୍କୁ କରିଛନ୍ତି ଟାର୍ଗେଟ । ଏ ନବୀନ ସରକାର ଆଦିବାସୀଙ୍କ ସରକାର ନୁହେଁ। ଆଦିବାସୀଙ୍କ ଜମି ଅଣ ଆଦିବାସୀଙ୍କୁ ଚକ୍ରାନ୍ତ କରି ଦେଇ ଦେଉଛନ୍ତି। ଶିଳ୍ପ ପ୍ରତିଷ୍ଠା ନାଁରେ  ଆଦିବାସୀଙ୍କ ଜମିକୁ ବିକ୍ରି କରି ଦେଉଥିବା ଅଭିଯୋଗ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
୫୦୦ରୁ ଅଧିକ ଆଦିବାସୀ ଏକତ୍ର ହୋଇ ଦେଇଛନ୍ତି ରଣ ହୁଙ୍କାର | Argus English