Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଟେଲିଗ୍ରାମ ଜରିଆରେ ଠକେଇ : ଦୁଇ ଅଭିଯୁକ୍ତଙ୍କୁ ବାନ୍ଧିଲା ସାଇବର ପୋଲିସ

Odisha

ଟେଲିଗ୍ରାମ ଜରିଆରେ ଠକେଇ : ଦୁଇ ଅଭିଯୁକ୍ତଙ୍କୁ ବାନ୍ଧିଲା ସାଇବର ପୋଲିସ

Jitendra Dash
Browse all articles by Jitendra Dash
·2 years ago·1 min read
ଟେଲିଗ୍ରାମ ଜରିଆରେ ଠକେଇ : ଦୁଇ ଅଭିଯୁକ୍ତଙ୍କୁ ବାନ୍ଧିଲା ସାଇବର ପୋଲିସ

ଅର୍ଗସ ବ୍ୟୁରୋ : ଟେଲିଗ୍ରାମ ଜରିଆରେ ୮ ଲକ୍ଷ ୩୦ ହଜାର ଟଙ୍କାର ଠକେଇ । ଦୁଇ ଅଭିଯୁକ୍ତ ସୂର୍ଯ୍ୟକାନ୍ତ ଦାସ ଓ ଜ୍ୟୋତି ରଞ୍ଜନ ଦାସଙ୍କୁ ବାନ୍ଧିଛି ସାଇବର ପୋଲିସ । ତାଙ୍କ ଠାରୁ ୭୫ ହଜାର କ୍ୟାସ ସହ ୮ଟି ପାସବୁକ, ଚେକ୍ ବୁକ ଓ ଏଟିଏମ ଜବତ କରାଯାଇଛି । ଅଭିଯୋକାରୀ ସୁମିତ ସାହୁ ନୌକରୀ ଡଟ୍ କମରେ ନାଁ ରେଜିଷ୍ଟ୍ରେସନ କରିଥିଲେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଟେଲିଗ୍ରାମରେ ତାଙ୍କୁ ଗୋଟେ ସଂସ୍ଥା ବିଭିନ୍ନ କମ୍ପାନୀର ଫିଡବେକ୍ ଦେଲେ ଟଙ୍କା ମିଳିବ ବୋଲି କହିଥିଲା । ବିଶ୍ବାସ ଜନ୍ମାଇବା ପାଇଁ ପ୍ରଥମେ କିଛି ଦିନ ଟଙ୍କା ଦେଇଥିଲା । ପରେ ୱାଲେଟରେ ୧୬ ଲକ୍ଷ ଟଙ୍କା ଜମା ହୋଇ ଯାଇଛି କହି ଏହି ଟଙ୍କା ଦେବାର ଲୋଭ ଦେଖାଇ ବିଭିନ୍ନ ପର୍ଯ୍ୟୟରେ ୮ ଲକ୍ଷ ୩୦ ହଜାର ଟଙ୍କା ଠକି ନେଇଥିଲା । ତେବେ ରାକେଟରେ ଥିବା ଅନ୍ୟ ଲୋକଙ୍କୁ ଖୁବଶୀଘ୍ର ଗିରଫ କରାଯିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
bhubaneswar telegram loot case | Argus English