|
logo
Live

Argus News - ଗୁଣି ଗାରେଡି ସନ୍ଦେହରେ ଆକ୍ରମଣ, ସଂଘବଦ୍ଧ ଭାବେ ପରିବାରକୁ କଲେ ଆକ୍ରମଣ

Odisha

ଗୁଣି ଗାରେଡି ସନ୍ଦେହରେ ଆକ୍ରମଣ, ସଂଘବଦ୍ଧ ଭାବେ ପରିବାରକୁ କଲେ ଆକ୍ରମଣ

Jitendra Dash
Browse all articles by Jitendra Dash
·2 years ago
ଗୁଣି ଗାରେଡି ସନ୍ଦେହରେ ଆକ୍ରମଣ, ସଂଘବଦ୍ଧ ଭାବେ ପରିବାରକୁ କଲେ ଆକ୍ରମଣ

ଅର୍ଗସ ବ୍ୟୁରୋ : ସହିଦ ନଗର ତାରିଣୀ ବସ୍ତିରେ ଗୁଣି ଗାରେଡି ସନ୍ଦେହରେ ପରିବାରକୁ ଆକ୍ରମଣ । ୩୦ ରୁ ୪୦ ଲୋକ ସଂଘବଦ୍ଧ ଭାବେ ପୁରା ପରିବାରକୁ ଆକ୍ରମଣ କଲେ । ମାରିକି ମୁହଁ ଫଟାଇବା ସହ ପରିବାରର ଝିଅକୁ ଦୁର୍ବ୍ୟବହାର ଓ ଯୁବକଙ୍କୁ ମୁତ ପିଆଇଲେ । ସହିଦ ନଗର ଥାନାରେ ଏତଲା ଦେଲେ ପରିବାର ଲୋକେ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଗୁଣି ଗାରେଡି ସନ୍ଦେହରେ ଆକ୍ରମଣ, ସଂଘବଦ୍ଧ ଭାବେ ପରିବାରକୁ କଲେ ଆକ୍ରମଣ | Argus English