Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଏଣିକି ଭାରୀଯାନ ଡ୍ରାଇଭର ମାନଙ୍କୁ ମିଳିବ ମାଗଣା ଚା', ଜିଲ୍ଲାପାଳ ଚି଼ହ୍ନଟ କରିବେ ଢ଼ାବା

Odisha

ଏଣିକି ଭାରୀଯାନ ଡ୍ରାଇଭର ମାନଙ୍କୁ ମିଳିବ ମାଗଣା ଚା', ଜିଲ୍ଲାପାଳ ଚି଼ହ୍ନଟ କରିବେ ଢ଼ାବା

Jitendra Dash
Browse all articles by Jitendra Dash
·2 years ago
ଏଣିକି ଭାରୀଯାନ ଡ୍ରାଇଭର ମାନଙ୍କୁ ମିଳିବ ମାଗଣା ଚା', ଜିଲ୍ଲାପାଳ ଚି଼ହ୍ନଟ କରିବେ ଢ଼ାବା

ଅର୍ଗସ ବ୍ୟୁରୋ : ଏନ୍‌ଏଚ୍ ରେ ରାତିରେ ମିଳିବ ମାଗଣା ଚା । ଭାରୀଯାନ ଡ୍ରାଇଭର ମାନଙ୍କୁ ମିଳିବ ମାଗଣା ଚା । ଜିଲ୍ଲାପାଳ ଚି଼ହ୍ନଟ କରିବେ ଢ଼ାବା । ଏଠାରେ ରାତିରେ ଯାଉଥିବା ଗାଡ଼ିକୁ ଅଟକାଇ ଏହାର ଚାଳକଙ୍କୁ ମାଗଣାରେ ଚା’ ଦିଆଯିବ । ସରକାରଙ୍କ ତରଫରୁ ମାଗଣା ଚା ଦିଆଯିବ । ରାସ୍ତାକଡରେ ଥିବା ହୋଟେଲ ଏବଂ ଢାବାରୁ ଡ୍ରାଇଭରମାନେ ମାଗଣାରେ ଚା’ ପିଇପାରିବେ ଡ଼୍ରାଇଭର । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଖାଲି ସେତିକି ନୁହେଁ, ଏହି ହୋଟେଲ ଏବଂ ଢାବାରେ ଡ୍ରାଇଭରମାନେ ଚା’ ପିଇବା ସହିତ ବିଶ୍ରାମ ମଧ୍ୟ ନେଇପାରିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ଟୁକୁନି ସାହୁ । ଭାରିଯାନ ଚାଳକମାନେ ଅନିଦ୍ରା ରହିଥିବା କାରଣରୁ ଏହି ଦୁର୍ଘଟଣା ଘଟିଥାଏ । ତେଣୁ ଦୁର୍ଘଟଣା ସମସ୍ୟାକୁ ଏଡାଇବାକୁ ଯାଇ ରାଜ୍ୟ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

Sponsored
bhubaneswar nh free tee | Argus English