Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ସାଇବର ଅପରାଧ ରୋକିବାକୁ କମିଶନରେଟ ପୋଲିସର ମାଷ୍ଟର ପ୍ଲାନ

Odisha

ସାଇବର ଅପରାଧ ରୋକିବାକୁ କମିଶନରେଟ ପୋଲିସର ମାଷ୍ଟର ପ୍ଲାନ

Jitendra Dash
Browse all articles by Jitendra Dash
·2 years ago
ସାଇବର ଅପରାଧ ରୋକିବାକୁ କମିଶନରେଟ ପୋଲିସର ମାଷ୍ଟର ପ୍ଲାନ

ଅର୍ଗସ ବ୍ୟୁରୋ : ନୂଆବର୍ଷରେ ସାଇବର ଅପରାଧ ରୋକିବାକୁ କମିଶନରେଟ ପୋଲିସର ମାଷ୍ଟର ପ୍ଲାନ । ପୋଲିସ ସହ କାମ କରିବେ ପବ୍ଲିକ ଭଲେଣ୍ଟିୟର । ବିଭିନ୍ନ ସଫ୍ଟୱେର କମ୍ପାନୀର ୨୫ ସାଇବର ଏକ୍ସପର୍ଟ ପୋଲିସ ସହ ଯୋଡି ହୋଇଛନ୍ତି । ନିର୍ବାଚନ ବେଳେ ସୋସିଆଲ ମିଡିଆରେ ଭ୍ରମ ସୃଷ୍ଟି, ଡାର୍କ ୱେବ ଓ ଡିପ ଫେକ୍ ଭିଡିଓ ବିରୋଧରେ କାମ କରିବେ ଏହି ପବ୍ଲିକ ଭଲେଣ୍ଟିୟର । ସାଇବର ଅପରାଧ ବିରୋଧରେ ତଦନ୍ତ ପାଇଁ ଗୋଟିଏ ଟିମ୍ ପୋଲିସକୁ ମଧ୍ୟ ଟ୍ରେନିଂ ଦେବ । ସେହିପରି ଷ୍ଟ୍ରିଟ କ୍ରାଇମ ସହ ଅନ୍ତଃରାଜ୍ୟ ଲୁଟେରାଙ୍କୁ ଧରିବାକୁ ପୋଲିସ ନୂଆ ପ୍ଲାନ ମଧ୍ୟ ପ୍ରସ୍ତୁତ କରିଛି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
bhubaneswar commissionerate police new planning | Argus English