Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଟ୍ରାକ୍ଟର ଓଲଟି ଦୁଇ ମୃତ, ୧୦ରୁ ଉର୍ଦ୍ଧ୍ବ ଆହତ

Odisha

ଟ୍ରାକ୍ଟର ଓଲଟି ଦୁଇ ମୃତ, ୧୦ରୁ ଉର୍ଦ୍ଧ୍ବ ଆହତ

Jitendra Dash
Browse all articles by Jitendra Dash
·2 years ago
ଟ୍ରାକ୍ଟର ଓଲଟି ଦୁଇ ମୃତ, ୧୦ରୁ ଉର୍ଦ୍ଧ୍ବ ଆହତ

ଅର୍ଗସ ବ୍ୟୁରୋ : ଟ୍ରାକ୍ଟର ଓଲଟି ଦୁଇ ମୃତ, ୧୦ରୁ ଉର୍ଦ୍ଧ୍ବ ଆହତ । ଘଟଣା ଘଟିଛି ଆନ୍ଧ୍ରର ତାଳଗୁରାଣ୍ଡି ନିକଟରେ । ଗଞ୍ଜାମ ପାତ୍ରପୁର ବ୍ଲକର ତୁମ୍ବା ଏବଂ ବୁରାତାଲ ଲୋକମାନେ ଟ୍ରାକ୍ଟରରେ ବସିଥିବା ଜଣାପଡିଛି । ଗୁରୁତର ଏବଂ ଆହତ ମାନଙ୍କୁ ଆନ୍ଧ୍ରର ମନସା ମେଡ଼ିକାଲରେ ଭର୍ତ୍ତି କରାଯାଇଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଓଡ଼ିଶାପଟୁ ରାସ୍ତା ନଥିବାରୁ ଆନ୍ଧ୍ର ରାସ୍ତା ଦେଇ ସବୁବେଳେ ଯିବା ଆସିବା କରନ୍ତି ଅଞ୍ଚଳବାସୀ । ଏତିକିବେଳେ ରାସ୍ତାରେ ଭାରସାମ୍ୟ ହରାଇ ପାହାଡ ତଳକୁ ଖସିପଡିଥିଲା ଟ୍ରାକ୍ଟର । ଫଳରେ ଦୁଇଜଣଙ୍କ ଘଟମାସ୍ଥଳରେ ମୃତ୍ୟୁ ହେବା ସହ ଦୁଇ ଜଣ ଗୁରୁତର ହୋଇଥିଲେ । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
berhampur road accident | Argus English