Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବିଶ୍ୱ ବିଦ୍ୟାଳୟ ଜାଗାରେ ସର୍ବ ସାଧାରଣ ପାଇଁ ଫୁଡ ପାର୍କ ଓ ପାନ୍ଥ ନିବାସ କରିବା ପାଇଁ ଚାଲିଛି ମସୁଧା: କଂଗ୍ରେସ

Odisha

ବିଶ୍ୱ ବିଦ୍ୟାଳୟ ଜାଗାରେ ସର୍ବ ସାଧାରଣ ପାଇଁ ଫୁଡ ପାର୍କ ଓ ପାନ୍ଥ ନିବାସ କରିବା ପାଇଁ ଚାଲିଛି ମସୁଧା: କଂଗ୍ରେସ

Banajyotshna Ray
Browse all articles by Banajyotshna Ray
·2 years ago
ବିଶ୍ୱ ବିଦ୍ୟାଳୟ ଜାଗାରେ ସର୍ବ ସାଧାରଣ ପାଇଁ ଫୁଡ ପାର୍କ ଓ ପାନ୍ଥ ନିବାସ କରିବା ପାଇଁ ଚାଲିଛି ମସୁଧା: କଂଗ୍ରେସ

ଅର୍ଗସ ବ୍ୟୁରୋ: ବାଣୀବିହାରରୁ ୨୦ ଏକର ଜାଗା ନେଇଛି ବିଡିଏ । ବିଶ୍ୱ ବିଦ୍ୟାଳୟର ଜାଗାରେ ସର୍ବ ସାଧାରଣ ପାଇଁ ଫୁଡ ପାର୍କ ଓ ପାନ୍ଥ ନିବାସ କରିବା ପାଇଁ ଚାଲିଛି ମସୁଧା। ଏଭଳି ଅଭିଯୋଗ ଆଣି ସରକାରଙ୍କୁ ଟାର୍ଗେଟ କରିଛି ଛାତ୍ର କଂଗ୍ରେସ। ବିଶ୍ୱ ବିଦ୍ୟାଳୟର ଜାଗାକୁ କୌଣସି ପରିସ୍ଥିତିରେ ମଧ୍ୟ ବିଡିଏକୁ ଦିଆଯିବ ନାହିଁ ବୋଲି ଛାତ୍ର କଂଗ୍ରେସ ଚେତାବନୀ ଦେଇଛି। ଏ ନେଇ ଭିସିଙ୍କୁ ଏକ ଦାବୀପତ୍ର ଦିଆଯିବ। ଏହା ସହ କାମ ଆରମ୍ଭ କଲେ ତୀବ୍ର ବରୋଧ ହେବ ବୋଲି ଚେତାବନୀ ଦେଇଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
BDA has taken 20 acres of land from vani vihar | Argus English