Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବାଲେଶ୍ବର ଶିଶୁ ନିଖୋଜ ଘଟଣା: ଘର ପୋଖରୀରୁ ମିଳିଲା ମୃତଦେହ

Odisha

ବାଲେଶ୍ବର ଶିଶୁ ନିଖୋଜ ଘଟଣା: ଘର ପୋଖରୀରୁ ମିଳିଲା ମୃତଦେହ

Ritu Das
Browse all articles by Ritu Das
·2 years ago
ବାଲେଶ୍ବର ଶିଶୁ ନିଖୋଜ ଘଟଣା: ଘର ପୋଖରୀରୁ ମିଳିଲା ମୃତଦେହ

ଅର୍ଗସ ବ୍ୟୁରୋ: ବାଲେଶ୍ବର ଜିଲ୍ଲା ସୋରରେ ଶିଶୁ ନିଖୋଜ ଥିବା ଅଭିଯୋଗ ହୋଇଥିଲା। ଘର ପୋଖରୀରୁ ମିଳିଲା ନିଖୋଜ ଶିଶୁର ମୃତଦେହ। ଗତକାଲିଠୁ ନିଖୋଜ ମୋହନ ସାହୁଙ୍କ ଅଢେଇ ବର୍ଷର ପୁଅ ଶୁଭମ ସାହୁକୁ ଖୋଜାଖୋଜି ଜାରି ରଖିଥିଲେ ପରିବାର ଲୋକେ । 

ଘର ପାଖରେ ଖେଳୁଥିବା ବେଳେ ନିଖୋଜ ହୋଇଯାଇଥିଲା ଶୁଭମ। ଆଜି ପୋଲିସ୍ ଓ ଅଗ୍ନିଶମ ବାହିନୀ ପକ୍ଷରୁ ଘର ପାଖ ପୋଖରୀ ଭିତରେ ଶିଶୁକୁ ଖୋଜାଖୋଜି ଜାରି ରଖିଥିଲେ। ଶେଷରେ ଶୁଭମର ମୃତଦେହ ଉଦ୍ଧାର କରିଛନ୍ତି ଅଗ୍ନିଶମ ବାହିନୀ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Baleswar | Argus English