ହାଇଓ୍ବା-ବାଇକ୍ ଧକ୍କା, ଜଣେ ମୃତ
·2 years ago

ଅର୍ଗସ ବ୍ୟୁରୋ : ବଲାଙ୍ଗିର-ଟିଟିଲାଗଡ଼ ମୁଖ୍ୟରାସ୍ତା ଶାସ୍ତ୍ରୀନଗରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବାଇକ ଉପରେ ମାଡିଗଲା ହାଇଓ୍ବା । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ । ତେବେ ବାଇକ୍ ଆରୋହୀ ଜଣକ କିଏ ସେ ସମ୍ପର୍କରେ କିଛି ଜଣା ପଡ଼ି ନାହିଁ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅନ୍ୟପଟେ ଦୁର୍ଘଟଣା ଘଟାଇଥିବା ହାଇୱା ଡ୍ରାଇଭର ଘଟଣାସ୍ଥଳରୁ ଫେରାର୍ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ପ୍ରବଳ ଭିଡ ଥିବା ବେଳେ ମୃତ ଦେହକୁ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ପଠାଇ ହାଇୱାକୁ ଜବତ କରିଥିବା ସୂଚନା ଦେଇଛନ୍ତି ଏସଡ଼ିପିଓ ତୁଫାନ ବାଗ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: