Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପ୍ରଥମେ ଦୁଷ୍କର୍ମ ପରେ ହତ୍ୟା, ଘଟଣାକୁ ହାଲକା ଭାବେ ନେଉଛି ପୋଲିସ

Odisha

ପ୍ରଥମେ ଦୁଷ୍କର୍ମ ପରେ ହତ୍ୟା, ଘଟଣାକୁ ହାଲକା ଭାବେ ନେଉଛି ପୋଲିସ

Jitendra Dash
Browse all articles by Jitendra Dash
·2 years ago
ପ୍ରଥମେ ଦୁଷ୍କର୍ମ ପରେ ହତ୍ୟା, ଘଟଣାକୁ ହାଲକା ଭାବେ ନେଉଛି ପୋଲିସ

ଅର୍ଗସ ବ୍ୟୁରୋ : ନାବାଳିକା ଝିଅଙ୍କୁ ଦୁଷ୍କର୍ମ ପରେ ହତ୍ୟା । ଦୋଷୀଙ୍କୁ ଗିରଫ ଦାବି । ଗତ ମଙ୍ଗଳବାର ସଇଁନ୍ତଲା ଥାନା ଅଞ୍ଚଳର ନାବାଳିକା ଝିଅକୁ ଦୁଷ୍କର୍ମ ପରେ ହତ୍ୟା ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ପରିବାର ଲୋକେ ସଇଁନ୍ତଲା ଥାନାକୁ ଆସି ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିବା ବେଳେ ପୋଲିସ ଘଟଣାକୁ ହାଲୁକା ଭାବେ ନେଉଥିବା ବେଳେ ପରିବାର ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଯାହାକୁ ନେଇ ଆଜି କଂଗ୍ରେସ ନେତ୍ରୀ ଦୀପାଞ୍ଜଳି ବାରିକ ଦୋଷୀଙ୍କୁ ତୁରନ୍ତ ଗିରଫ ନ କଲେ ଆଗାମୀ ଦିନେରେ ସଇଁନ୍ତଲା ଥାନା ଘେରାଉ କରିବ ବୋଲି ଚେତାବନୀ ଦେଇଛନ୍ତି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
balangir rape and murder case | Argus English