|
logo
Live

Argus News - ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜରେ ଡାକ୍ତରଙ୍କୁ ମାଡ

Odisha

ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜରେ ଡାକ୍ତରଙ୍କୁ ମାଡ

Jitendra Dash
Browse all articles by Jitendra Dash
·2 years ago
ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜରେ ଡାକ୍ତରଙ୍କୁ ମାଡ

ଅର୍ଗସ ବ୍ୟୁରୋ : ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜରେ ଡାକ୍ତରଙ୍କୁ ମାଡ । ପ୍ରତିବାଦରେ ମେଡିକାଲ ପରିସରରେ ଡାକ୍ତରୀଛାତ୍ର ଓ ପବ୍ଲିକ ମଧ୍ୟରେ ଠେଲାପେଲା ଓ ଉତ୍ତେଜନା । ମେଡିକାଲ ପରିସରକୁ ଆମ୍ବୁଲାନସକୁ ମଧ୍ୟ ଛାଡିଲେ ନାହିଁ ଡାକ୍ତରୀ ଛାତ୍ର । ଘଟଣାସ୍ଥଳରେ ପୋଲିସ ପହଞ୍ଚ ବୁଝାସୁଝା କରୁଛି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜରେ ଡାକ୍ତରଙ୍କୁ ମାଡ | Argus English