Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ମକର ମେଳା ପାଇଁ ଟି ସେତୁରେ ଗାଡି ଚଳାଚଳ ନିଷେଧ

Odisha

ମକର ମେଳା ପାଇଁ ଟି ସେତୁରେ ଗାଡି ଚଳାଚଳ ନିଷେଧ

Smruti Parija
Browse all articles by Smruti Parija
·2 years ago
ମକର ମେଳା ପାଇଁ ଟି ସେତୁରେ ଗାଡି ଚଳାଚଳ ନିଷେଧ

ବଡମ୍ବା: ଆସନ୍ତାକାଲି ମକର ସଂକ୍ରାନ୍ତି ପାଇଁ ବଡମ୍ବା ଟି ସେତୁରେ ଗାଡି ଚଳାଚଳ ବନ୍ଦ ନେଇ ବଡମ୍ବା ତହସିଲଦାରଙ୍କ ସୂଚନା । ମକର ସଂକ୍ରାନ୍ତିରେ ବଡମ୍ବା ସିଂହନାଥ ପୀଠରେ ପ୍ରବଳ ଗହଳି ନେଇ ସେତୁ ଉପରେ କଟକଣା ଜାରି ହୋଇଛି । 15 ରୁ ୧୭ ତାରିଖ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ସେତୁ ଉପରେ ଜାରି ରହିବ କଟକଣା । 

କେବଳ ଜରୁରୀ କାଳୀନ ଗାଡିକୁ ପୋଲିସ କରିଡରରେ ଛଡ଼ାଯିବ । ସେତୁର ଉଭୟ ପାର୍ଶ୍ୱରେ ବୈଦେଶ୍ୱର ଓ ବଡମ୍ବା ପୋଲିସର ହେବ କ୍ୟାମ୍ପ୍ । ୨ ଲକ୍ଷରୁ ଉର୍ଦ୍ଧ୍ବ ଭକ୍ତଙ୍କର ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ସଜାଗ ରହିଛି । 

ଆହୁରି ପଢନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Badamba bridge closed for 3 days for Makar Mela | Argus English