Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଅରୁଣ ଷଡଙ୍ଗୀ ହେଲେ ପୋଲିସ ମହାନିର୍ଦ୍ଦେଶକ 

Odisha

ଅରୁଣ ଷଡଙ୍ଗୀ ହେଲେ ପୋଲିସ ମହାନିର୍ଦ୍ଦେଶକ 

Manini Pattanayak
Browse all articles by Manini Pattanayak
·2 years ago
ଅରୁଣ ଷଡଙ୍ଗୀ ହେଲେ ପୋଲିସ ମହାନିର୍ଦ୍ଦେଶକ 

ଭୁବନେଶ୍ୱର:  DGP ଦାୟିତ୍ୱରେ ଅରୁଣ ଷଡଙ୍ଗୀ।  ଅରୁଣ ଷଡଙ୍ଗୀଙ୍କୁ ପୋଲିସ୍‌  ମହାନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାଇତ୍ୱ ଦିଆଯାଇଛି।

ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।   ୧୯୯୦ ବ୍ୟାଚ୍‌ ର ଆଇପିଏସ୍‌ ଅଫିସର ହେଉଛନ୍ତି ଅରୁଣ ଷଡଙ୍ଗୀ। ଏବେ BPSPAର  ନିର୍ଦ୍ଦେଶକ  ଅଛନ୍ତି ଅରୁଣ ଷଡଙ୍ଗୀ।  ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ସୁନିଲ ବଂଶଲଙ୍କ କାର୍ଯ୍ୟକାଳ ଡିସେମ୍ବର ମାସ ୩୧ ତାରିଖରେ ସମାପ୍ତ ହେବାକୁ ଯାଉଛି  

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Arun Shadangi became the Director General of Police | Argus English